ଓଡିଶାଶିକ୍ଷାଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତିmahabharatanewsNovember 27, 2025 by mahabharatanewsNovember 27, 2025019 ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା । ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ । ଶିକ୍ଷକ ବଦଳି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ୧୫ ଶିକ୍ଷକ...
ଓଡିଶାଶିକ୍ଷା78ତମ ଏନ.ସି.ସି ଦିବସ ପାଳନmahabharatanewsNovember 23, 2025 by mahabharatanewsNovember 23, 2025027 ଗଜପତି : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ 78 ତମ ଏନ.ସି.ସି ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ...
ଓଡିଶାଶିକ୍ଷାପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନmahabharatanewsNovember 18, 2025 by mahabharatanewsNovember 18, 2025037 ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳତା, ନବସୃଜନ ଏବଂ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ କରାଯାଇଛି। ପ୍ରଥମ ରୁ ୫ମ ଶ୍ରେଣୀ...
ଓଡିଶାବିଦ୍ୟାଶିକ୍ଷାଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତmahabharatanewsNovember 17, 2025 by mahabharatanewsNovember 17, 2025082 ଗଜପତି : ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ, ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ...
ଓଡିଶାଶିକ୍ଷାଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି ସମସ୍ୟାmahabharatanewsNovember 6, 2025 by mahabharatanewsNovember 6, 2025056 ଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବ ସହିତ ଅନେକ ସ୍ଥାନରେ ପରୀକ୍ଷା ଦେଇ ପାରିନାହାଁନ୍ତି ପରୀକ୍ଷାର୍ଥୀ । ଆଜି ରାଜ୍ୟରେ...
ଓଡିଶାଶିକ୍ଷାରାଜସ୍ଥାନ କୋଟାରେ ନିଟ୍ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁmahabharatanewsOctober 26, 2025 by mahabharatanewsOctober 26, 2025067 ରାଜସ୍ଥାନ କୋଟାରେ ନିଟ୍ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ସଂପୃକ୍ତ ଛାତ୍ର ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଭୟପୁରର ରୋଶନ କୁମାର ପାତ୍ର । ରୋଷନ ଗତବର୍ଷ ଠାରୁ କୋଟାରେ...
ଓଡିଶାଶିକ୍ଷାସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ଓ ବସ୍ ସେବାmahabharatanewsAugust 22, 2025 by mahabharatanewsAugust 22, 20250131 ଭୁବନେଶ୍ୱର:- ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ବସ୍ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ । ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ...
ଓଡିଶାଶିକ୍ଷାଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳmahabharatanewsAugust 15, 2025 by mahabharatanewsAugust 15, 2025062 କଟକ:- ଅଗଷ୍ଟ ୧୬ ତରିଖ ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ(ଏସ୍ଓଏସ୍ସି) ପରୀକ୍ଷା ଫଳ। ମଧାହ୍ନ ୧୨ଟାରେ ଉକ୍ତ ପରୀକ୍ଷା...
ଓଡିଶାଶିକ୍ଷାଭିସୁଟରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ବାଧ୍ୟତାମୂଳକ ୟୁନିଫର୍ମmahabharatanewsAugust 14, 2025August 14, 2025 by mahabharatanewsAugust 14, 2025August 14, 2025062 ସମ୍ବଲପୁର:- ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭିସୁଟରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ବାଧ୍ୟତାମୂଳକ ନୂଆ ୟୁନିଫର୍ମ । ୨୦୨୫-୨୦୨୬...
ଓଡିଶାଶିକ୍ଷାରାଜ୍ୟରେ ୧୩ ହଜାର ୩୭୩ ପୋଲିସ ପଦବୀ ଖାଲି ପଡିଛିmahabharatanewsDecember 2, 2024 by mahabharatanewsDecember 2, 2024076 ଭୁବନେଶ୍ୱର; ରାଜ୍ୟରେ ଖାଲି ଡାକ୍ତର ନୁହଁନ୍ତି ପୋଲିସର ଅଭାବ ରହିଛି । ଏନେଇ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ,ରାଜ୍ୟରେ ୧୩ ହଜାର ୩୭୩...