ଖେଳଦେଶ ବିଦେଶଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍mahabharatanewsNovember 14, 2025 by mahabharatanewsNovember 14, 2025049 ଦୀର୍ଘ ୬ ବର୍ଷ ପରେ ଐତିହାସିକ ଇଡେନ ଗାର୍ଡେନ୍ସକୁ ଫେରିଛି ଟେଷ୍ଟ କ୍ରିକେଟ୍ । ଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍ । ମ୍ୟାଚରେ...
ଦେଶ ବିଦେଶବାଂଲାଦେଶରେ ଅଶାନ୍ତି ଜାରି ରହିଥିବାରୁ ଶେଖ ହାସିନାଙ୍କ ରାୟ ନଭେମ୍ବର ୧୭ ତାରିଖରେ ଘୋଷଣା କରାଯିବmahabharatanewsNovember 13, 2025 by mahabharatanewsNovember 13, 2025056 ବାଂଲାଦେଶ ବର୍ତ୍ତମାନ ତାର ରାଜନୈତିକ ଇତିହାସର ସବୁଠାରୁ ବଡ ରାୟର ଦ୍ୱାରସ୍ଥ ହୋଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ମାମଲାରେ ନଭେମ୍ବର ୧୭...
ଅପରାଧଖେଳଦେଶ ବିଦେଶଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତmahabharatanewsNovember 12, 2025 by mahabharatanewsNovember 12, 2025062 ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହାମର ଫିଙ୍ଗାଳି ମଞ୍ଜୁ ବାଲାଙ୍କୁ ନିଷିଦ୍ଧ ଔଷଧ ସେବନ ପାଇଁ ପଜିଟିଭ୍ ପରୀକ୍ଷା ପରେ ପାଞ୍ଚ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଜାତୀୟ ଡୋପିଂ...
ଖେଳଦେଶ ବିଦେଶଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁmahabharatanewsNovember 12, 2025 by mahabharatanewsNovember 12, 2025062 କୋଲକାତା ଟେଷ୍ଟ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ ଶୁକ୍ରି କନରାଡ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଦଳ ପାଖରେ ଏକ ଶକ୍ତିଶାଳୀ ସ୍ପିନ୍ ଆକ୍ରମଣ ଅଛି ଏବଂ ଆଗାମୀ ଟେଷ୍ଟ...
ଦେଶ ବିଦେଶଭାରତମନୋରଞ୍ଜନବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତିmahabharatanewsNovember 12, 2025 by mahabharatanewsNovember 12, 2025062 ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା...
ଦେଶ ବିଦେଶଆତଙ୍କବାଦୀ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ…mahabharatanewsNovember 11, 2025 by mahabharatanewsNovember 11, 2025065 ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ଉଦ୍ଧୃତ କରି ଏକ ପୃଥକ ମାମଲାରେ ଜଣେ ଦିବ୍ୟାଙ୍ଗ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଦିଲ୍ଲୀ ବିସ୍ଫୋରଣରେ ତିନି ଜଣ କାର...
ଅପରାଧଦେଶ ବିଦେଶଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀmahabharatanewsNovember 11, 2025 by mahabharatanewsNovember 11, 2025061 ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ ବିଦେଶ ମାଟିରୁ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ଏହି ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କୁ ଛଡ଼ାଯିବନାହିଁ ।...
bharatଦେଶ ବିଦେଶବିସ୍ଫୋରଣରେ ଥରି ଉଠିଲା ଦିଲ୍ଲୀ! ଜୈଶ-ଏ-ମହମ୍ମଦର ମହିଳା କମାଣ୍ଡର ଡକ୍ଟର ଶାହିନ ଶାହିଦଙ୍କ ପ୍ରଥମ ଫଟୋ ଦେଖନ୍ତୁmahabharatanewsNovember 11, 2025 by mahabharatanewsNovember 11, 2025051 ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଏପର୍ୟ୍ୟନ୍ତ ଦଶ ଜଣଙ୍କ ପ୍ରାଣ ହରାଇଛନ୍ତି। ତଦନ୍ତକାରୀ ସଂସ୍ଥା ବିସ୍ଫୋରଣର ତଦନ୍ତ କରୁଛନ୍ତି। ଏହି ସମୟରେ, ଜୈଶ-ଏ-ମହମ୍ମଦର ମହିଳା କମାଣ୍ଡର ଡାକ୍ତର ଶାହିଦଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି।...
ଖେଳଦେଶ ବିଦେଶଜାପାନ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତmahabharatanewsNovember 11, 2025 by mahabharatanewsNovember 11, 2025055 ଜାପାନରେ ଖେଳାଯାଇଥିବା ହୁଲିକ ଦୈହାତସୁ ଜାପାନ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ଓଡ଼ିଆ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ...
ଦେଶ ବିଦେଶମନୋରଞ୍ଜନଚକଦା ଏକ୍ସପ୍ରେସ ଜରିଆରେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମାmahabharatanewsNovember 10, 2025 by mahabharatanewsNovember 10, 2025053 ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ଅନୁଷ୍କା ଶେଷଥର ୨୦୧୮ରେ ଫିଲ୍ମ ଜିରୋରେ ଲିଡ ରୋଲରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଏକ ଫିଲ୍ମ, ଚକଦା ଏକ୍ସପ୍ରେସର ସୁଟିଂ ପୂରା...