ଆଇପିଏଲ ୨୦୨୬ ସିଜିନ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ରୁ ଖେଳିବେନି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା !
ଆଇପିଏଲ ୨୦୨୬ ସିଜିନ୍ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି କାରଣ ପ୍ରସାରକମାନେ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ ସମସ୍ତ ଫ୍ରାଞ୍ଚାଇଜି ପାଇଁ ରିଟେନସନ୍ ତାଲିକା ନଭେମ୍ବର ୧୫ ରେ ଘୋଷଣା କରାଯିବ। ବହୁ...
