ଓଡିଶାପାଣିପାଗ୧୮ ଜିଲ୍ଲାରେ ପ୍ରବଳ ବର୍ଷିବ!mahabharatanewsAugust 13, 2024 by mahabharatanewsAugust 13, 20240134 ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗ ତାଜା ସୂଚନା ଅନୁସାରେ, ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । କାହିଁକିନା, ଓଡ଼ିଶା ଉପରେ ମୌସୁମୀ ଟ୍ରପ୍ ଲାଇନ୍ ସକ୍ରିୟ...
ଓଡିଶାପାଣିପାଗଆସନ୍ତାକାଲିଠୁ ବଢ଼ିବ ବର୍ଷା, ଆଜି ତିନି ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂmahabharatanewsAugust 12, 2024 by mahabharatanewsAugust 12, 2024073 ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । କିନ୍ତୁ ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଆଜି କିଛି ସ୍ଥାନରେ ବର୍ଷା ହୋଇପାରେ ।...
ଓଡିଶାପାଣିପାଗଆଜିଠୁ କମିବ, ପୁଣି ୧୪ରୁ ବର୍ଷିବmahabharatanewsAugust 11, 2024 by mahabharatanewsAugust 11, 20240117 ଭୁବନେଶ୍ୱର: ଘୂର୍ଣ୍ଣିବଳୟ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଜାରି ରହିଛି। ତଥାପି ଆଜିଠାରୁ ବର୍ଷାରେ ଲାଗିବ ବ୍ରେକ। କମିବ ବର୍ଷାର ପରିମାଣ। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨...
ଓଡିଶାପାଣିପାଗଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢିବ ବର୍ଷାର ପରିମାଣmahabharatanewsAugust 10, 2024 by mahabharatanewsAugust 10, 2024080 ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା...
ଓଡିଶାପାଣିପାଗଆଜିଠୁ ୯ ଯାଏଁ ବର୍ଷିବmahabharatanewsAugust 6, 2024 by mahabharatanewsAugust 6, 2024077 ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ହେବ। ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୭ରେ ଏହା ଲଘୁଚାପ ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା...
ଓଡିଶାପାଣିପାଗ୬ରୁ ପୁଣି ଭିଜିବ ସାରା ରାଜ୍ଯmahabharatanewsAugust 4, 2024 by mahabharatanewsAugust 4, 2024086 ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର,...
ଓଡିଶାପାଣିପାଗଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂmahabharatanewsJuly 29, 2024 by mahabharatanewsJuly 29, 2024081 ଭୁବନେଶ୍ବର : ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର,...
ପାଣିପାଗ୩୧ ସୁଦ୍ଧା ପୁଣି ଏକ ଘୂର୍ଣ୍ଣିବଳୟ,ସତର୍କ ରହିବାକୁ ସୂଚନାmahabharatanewsJuly 28, 2024 by mahabharatanewsJuly 28, 2024081 ବ୍ୟୁରୋ : ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ଜୁଲାଇ ୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି...
ଓଡିଶାପାଣିପାଗସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ୫ ଦିନ ବର୍ଷିବmahabharatanewsJuly 28, 2024 by mahabharatanewsJuly 28, 20240116 ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ଗୋଟିଏ ପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି, ଅନ୍ୟପଟେ ଉତ୍ତର ଓଡ଼ିଶା ଉପକୂଳକୁ ଲାଗି ବଙ୍ଗୋପସାଗରରେ ସୃଷ୍ଟି...
ଓଡିଶାପାଣିପାଗସାବଧାନ! ଆଜି ଖୋଲିବ ହୀରାକୁଦର ୨୦ ଗେଟ୍mahabharatanewsJuly 28, 2024July 28, 2024 by mahabharatanewsJuly 28, 2024July 28, 2024087 ସମ୍ବଲପୁର: ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ ଜଳ। ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ହୀରାକୁଦର ୨୦ଟି ଗେଟ୍ । ପ୍ରଥମେ ସକାଳ ୯ଟାରେ ୭ଟି ଗେଟ୍...