ଭାରତଆଜି ସ୍ଥାନାନ୍ତର ହେବ ଅମର ଯବାନ ଜ୍ୟୋତିmahabharatanewsJanuary 21, 2022 by mahabharatanewsJanuary 21, 20220231 ନୂଆଦିଲ୍ଲୀ: ୫୦ ବର୍ଷ ଧରି ଦିଲ୍ଲୀର ଇଣ୍ଡିଆ ଗେଟରେ ଦେଖିବାକୁ ମିଳୁଥିବା ଅମର ଯବାନ ଜ୍ୟୋତି ଜାତୀୟ ସମର ସ୍ମାରକୀରେ ମିଶିବ । ଅର୍ଥାତ୍ ଇଣ୍ଡିଆ ଗେଟରୁ ଉଠିଯବ ଏହି ଐତିହାସିକ ଜ୍ୟୋତି ।...
ଭାରତଆଇଏନଏସ ରଣବୀରରେ ହୋଇଛି ବଡଧରଣର ବିସ୍ଫୋରଣ: ନେଭି ମୁଖ୍ୟଙ୍କ ଶୋକmahabharatanewsJanuary 19, 2022 by mahabharatanewsJanuary 19, 20220155 ନୂଆଦିଲ୍ଲୀ: ମୁମ୍ବାଇ ଡକୟାର୍ଡରେ ବଡ ଧରଣର ଅଘଟଣ । ଆଇଏନଏସ ରଣବୀରରେ ହୋଇଛି ବଡଧରଣର ବିସ୍ଫୋରଣ । ବିସ୍ଫୋରଣରେ ଜାହାଜର କିଛି କ୍ଷତି ହୋଇଥିବା ବେଳେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ...
ଭାରତପଞ୍ଜାବ: ପାଞ୍ଚ କିଲୋ ଆରଡିଏକ୍ସ ଉଦ୍ଧାରmahabharatanewsJanuary 14, 2022 by mahabharatanewsJanuary 14, 20220224 ଚଣ୍ଡିଗଡ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଗତ ବିଭ୍ରାଟକୁ ନେଇ ଚର୍ଚ୍ଚା ଥମିନାହିଁ । ଗୁରଦାସପୁରରେ ଆରଡିଏକ୍ସ ମିଳିବା ପରେ ଅମୃତସର ସୀମାନ୍ତ ଗାଁ ଧନୋଏ କଲାଁରେ ପାଞ୍ଚ କିଲୋ ଆରଡିଏକ୍ସ ମିଳିଛି । ଏପଟେ ପଞ୍ଜାବ...
ଭାରତଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତmahabharatanewsJanuary 13, 2022 by mahabharatanewsJanuary 13, 20220169 ଜଲପାଇଗୁଡି: ଗୌହାଟୀ- ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟ ମୈନାଗୁଡିରେ ଏକ୍ସପ୍ରେସର ୫ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସଂଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କିଛି...
ଭାରତଏଷ୍ଟ୍ରାଜେନେକା ବୁଷ୍ଟର ଡୋଜ ହେବ ଓମିକ୍ରନ ଉପରେ ଭାରିmahabharatanewsJanuary 13, 2022 by mahabharatanewsJanuary 13, 20220158 ନୂଆଦିଲ୍ଲୀ: ଓମିକ୍ରନ ବିରୋଧ ଲଢେଇରେ ଦୁଇ ଡୋଜ ଟୀକା ପରେ ବୁଷ୍ଟର ଡୋଜ ସମସ୍ତଙ୍କ ଆଶା ଓ ବିଶ୍ୱାସ । ତେବେ ମଙ୍ଗଳବାର ଆଇ ଷ୍ଟଡିରେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ବୁଷ୍ଟର ଡୋଜ...
ଭାରତଗାନ୍ଧୀଙ୍କ ବିରୋଧରେ ବୟାନ ଦେଇ କାଳିଚରଣ ମହାରାଜ ଗିରଫmahabharatanewsJanuary 13, 2022 by mahabharatanewsJanuary 13, 20220160 ବର୍ଦ୍ଧା: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବୟାନ ଦେବାକୁ ନେଇ ହୋଇଥିବା ମାମଲାରେ ବର୍ଦ୍ଧା ପୁଲିସ ବୁଧବାର ଦିନ କାଳିଚରଣ ମହାରାଜଙ୍କୁ ଗିରଫ କରିଛି । ପୁଲିସ ପକ୍ଷରୁ କୁହାଯାଇଛି, ଛତିଶଗଡର ରାୟପୁରରୁ ସକାଳ ୫ଟାରେ...
ଭାରତବଦଳୁଛି ଯୌତୁକର ପରିଭାଷା: ସୁପ୍ରିମ କୋର୍ଟmahabharatanewsJanuary 12, 2022 by mahabharatanewsJanuary 12, 20220202 ନୂଆଦିଲ୍ଲୀ: ସମୟ ବଦଳିବା ସହ ବଦଳୁଛି ଯୌତୁକର ପରିଭାଷା । ତେଣୁ ଏହି ପରିଭାଷାକୁ ବ୍ୟାପକ କରିବା ଉଚିତ । ତେଣୁ ଝିଅ ଘରୁ ଶ୍ୱଶୁର ଘରକୁ ଆସୁଥିବା ସବୁ କିଛିକୁ ଯୌତୁକ ବୋଲି...
ଭାରତପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ସୁପ୍ରିମ କୋର୍ଟ ଗଠନ କରିଛନ୍ତି ୫ ଜଣିଆ କମିଟିmahabharatanewsJanuary 12, 2022 by mahabharatanewsJanuary 12, 20220140 ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିର ତଦନ୍ତ କରିବାକୁ ସୁପ୍ରିମ କୋର୍ଟ ଏକ କମିଟି ଗଠନ କରିଛନ୍ତି । ଏହି ୫ ଜଣିଆ କମିଟିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଅଧ୍ୟକ୍ଷ...
ଭାରତସବୁ ରାଜ୍ୟକୁ କେନ୍ଦ୍ରର ଚିଠିmahabharatanewsJanuary 12, 2022 by mahabharatanewsJanuary 12, 20220166 ନୂଆଦିଲ୍ଲୀ: ଦେଶରେ ସାଂଘାତିତ ହେବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ନେଇ କେନ୍ଦ୍ର ଲେଖିଛି ସବୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ର...
ଭାରତସୁରକ୍ଷା ତ୍ରୁଟି ପ୍ରସଙ୍ଗ: ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟmahabharatanewsJanuary 10, 2022 by mahabharatanewsJanuary 10, 20220200 ନୂଆଦିଲ୍ଲୀ: ପିଏମଙ୍କ ସୁରକ୍ଷାରେ ପଞ୍ଜାବରେ ହୋଇଥିବା ତ୍ରୁଟି ପ୍ରଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ନେଇ...