Category : ଭାରତ

ଭାରତ

ଦେଶରେ ୩୩ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର

mahabharatanews
ନୂଆଦିଲ୍ଲୀ: ଏକ ନୂତନ ତଥ୍ୟ ମୁତାବକ ଭାରତରେ ୩୩ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର । ଏମାନଙ୍କ ମଧ୍ୟରୁ ୧୭.୭ ଲକ୍ଷ ଶିଶୁ ଅର୍ଥାତ୍ ଅର୍ଦ୍ଧାଧିକ ଶିଶୁ ଗମ୍ଭୀର ରୂପେ କୁପୋଷିତ ।...
ଭାରତ

ଶିଶୁଙ୍କ ଟୀକା: ଜାଇକୋବ-ଡି’ର ୧ କୋଟି ଡୋଜ କିଣିବ କେନ୍ଦ୍ର

mahabharatanews
ନୂଆଦିଲ୍ଲୀ: ଦେଶରେ ପିଲାଙ୍କ ଟୀକାକରଣ ଖୁବ ଶୀଘ୍ର ହେବାକୁ ଯାଉଛି । ୧୨ ବର୍ଷରୁ ୧୭ ବର୍ଷ ମଧ୍ୟରେ ଟୀକାକରଣ କରାଇବାକୁ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରି ସାରିଛି । ଏନେଇ ଅହମଦାବାଦର କମ୍ପାନୀ...
ଭାରତ

ଦିଲ୍ଲୀର ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଆୟୁଷ କମାଉଛି: ରଣଦୀପ ଗୁଲେରିୟା

mahabharatanews
ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ଦିଲ୍ଲୀର ବାୟୁ ସିଗାରେଟ ଧୂଆଁଠୁ ବି ଅଧିକ ହାନିକାରକ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ଦିଲ୍ଲୀର ପ୍ରଦୂଷଣ...
ଭାରତ

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

mahabharatanews
ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏକ ମେଡିକାଲ କଲେଜ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଶ୍ରୀନଗରର ବେମିନା ନିକଟସ୍ଥ ଝକଓଗଝ ମେଡିକାଲ କଲେଜରେ ଏହି ଆକ୍ରମଣ କରାଯାଇଛି...
ଭାରତ

ଆଉ ୩୦ ସଂକ୍ରମିତ ଚିହ୍ନଟ ପରେଜିକା ଭାଇରସର ସଂକ୍ରମଣ ୬୬କୁ ବୃଦ୍ଧି

mahabharatanews
କାନପୁର: କାନପୁରରେ ଜାରି ରହିଛି ଜିକା ଭାଇରସର ସଂକ୍ରମଣ । ଆଉ ୩୦ ସଂକ୍ରମିତ ଚିହ୍ନଟ ପରେ ଏହି ସଂଖ୍ୟା ୬୬କୁ ବୃଦ୍ଧି ପାଇଛି । ଲକ୍ଷେ୍ନøର କିଙ୍ଗ ଜଜ ମେଡିକାଲ ୟୁନିଭର୍ସିଟି ଓ...
ଭାରତ

ସଡକ ଦୁର୍ଘଟଣା: ୧୦ ମୃତ, ୧୬ ଆହତ

mahabharatanews
ଶ୍ରୀନଗର: ଜମ୍ମୁର ଡୋଡା ଜିଲ୍ଲାରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ସୂତ୍ର ମୁତାବକ ଏକ ମିନି ବସରେ କିଛି...
ଭାରତ

ଡିଆରଡିଓର ଚତୁର୍ଥ ଶ୍ରେଣୀ କର୍ମଚାରୀ ହନିଟ୍ରାପରେ

mahabharatanews
ଭୁବନେଶ୍ୱର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ସମ୍ବେଦନଶୀଳ ଗୁପ୍ତଚର ମାମଲାରେ ଆସିଛି ନୂଆ ତଥ୍ୟ । ଯୋଧପୁରର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସେସ୍ର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ହନିଟ୍ରାପରେ ଫସି ରହିଥିବା...
ଭାରତ

ଏକ ବାଣ ଦେକାନରେ ନିଆଁ ଲାଗି ୬ ମୃତ

mahabharatanews
ଚେନ୍ନାଇ: ତାମିଲ ନାଡୁର କାଲ୍ଲାକୁରିଚି ଜିଲ୍ଲାର ଏକ ବାଣ ଦେକାନରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ । ଗତକାଲି ରାତିରେ ଦୋକାନରେ ନିଆଁ ଲାଗିଯିବାରୁ ଏପରି ଅଭାବନୀୟ ଘଟଣା ଘଟିଛି । କାଲ୍ଲାକୁରିଚି...
ଭାରତ

ଧାରା ୩୭୦ ଉଚ୍ଛେଦ ପରେ ଶାହାଙ୍କ ପ୍ରଥମ କାଶ୍ମୀର ଗସ୍ତ

mahabharatanews
ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ଶାହା ୩ ଦିନିଆ କାଶ୍ମୀର ଗସ୍ତରେ ଅଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ଏହା ତାଙ୍କର...
ଭାରତ

ପଶ୍ଚିମ ବଙ୍ଗର ୧୦ ନିଖୋଜ ପବର୍ତ୍ତାରୋହଣକାରୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର

mahabharatanews
କୋଲକାତା: ପଶ୍ଚିମ ବଙ୍ଗର ୧୦ ନିଖୋଜ ପର୍ବତାରୋହଣକାରୀଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି । ଉତ୍ତରାଖଣ୍ଡ ଓ ହିମାଞ୍ଚଳ ପ୍ରଦେଶ ମଧ୍ୟବର୍ତ୍ତୀ ହରସିଲ ଚିଟକୁଲ ଟ୍ରାକ ରୁଟରେ ୫ହଜାର ମିଟର ଉଚ୍ଚତାରେ ଥିବା ବେଳେ...