ଭାରତନୂତନ ପାର୍ଲିଆମେଣ୍ଟ କୋଠା ନିର୍ମାଣର ସମୀକ୍ଷା କଲେ ମୋଦିmahabharatanewsSeptember 27, 2021September 27, 2021 by mahabharatanewsSeptember 27, 2021September 27, 20210365 ନୂଆଦିଲ୍ଲୀ: ନୂତନ ପାର୍ଲିଆମେଣ୍ଟ କୋଠା ନିର୍ମାଣର ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ଦ୍ଦେଶ ଜାରି କରିଛନ୍ତି । କୋଭିଡ-୧୯ ବିରୋଧରେ ଲଢେଇରେ ପାର୍ଲିଆମେଣ୍ଟ କୋଠା ନିର୍ମାଣରେ ନିୟୋଜିତ କର୍ମଚାରୀ ସମସ୍ତଙ୍କ...
ଭାରତସିଙ୍ଘୁ ସୀମାରେ ଆନ୍ଦୋଳନକାରୀ କୃଷକଙ୍କ ମୃତ୍ୟୁmahabharatanewsSeptember 27, 2021 by mahabharatanewsSeptember 27, 20210337 ନୂଆଦିଲ୍ଲୀ: ଆଜି ସାରା ଦେଶରେ କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ମଧ୍ୟ ସ୍ୱତପ୍ରବୃତ୍ତ ଭାବେ ସମର୍ଥନ କରାଯାଇଛି । ଚକ ଅଖ ସବୁ...
ଭାରତକର୍କଟ ରୋଗରେ ଚାଲିଗଲେ କମଲା ଭାସିନmahabharatanewsSeptember 25, 2021 by mahabharatanewsSeptember 25, 20210181 (ରିପୋଟର୍ସ ଟୁଡେ) ; ଆରପାରିରେ ଜଣାଶୁଣା ସମାଜସେବି କମଲା ଭାସନି । ସବୁବେଳେ ମହିଳାଙ୍କ ଉର୍ନ୍ନତି ଏବଂ ମହିଳାଙ୍କ ପାଇଁ ଆବାଜ ଉଠାଉଥିବା ସମାଜ ସେବୀ ତଥା କବି କମଲା ଭାସିନଙ୍କ ଆଜି ଦେହାନ୍ତ...
ଭାରତକରୋନା ମୃତ୍ୟୁର ରାୟ ସଂରକ୍ଷିତ ରଖିଲେ କୋର୍ଟmahabharatanewsSeptember 23, 2021 by mahabharatanewsSeptember 23, 20210249 ନୂଆଦିଲ୍ଲୀ: କରୋନା ମୃତ୍ୟୁରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି। କୋର୍ଟ ଆଜିର ଶୁଣାଣି କାଳରେ କରୋନା ମୃତ୍ୟୁ, ଡେଥ ସାର୍ଟିଫିକେଟରେ ମୃତ୍ୟୁର କାରଣ ଓ କ୍ଷତିପୂରଣକୁ...
ଭାରତପେଗାସସ୍ ମାମଲାରେ ଗଠନ ହେବ ବିଶେଷଜ୍ଞ କମିଟିmahabharatanewsSeptember 23, 2021 by mahabharatanewsSeptember 23, 20210163 ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ପେଗାସସ ଗୁଇନ୍ଦାଗିରି ମାମଲାର ଶୁଣାଣି କରି ବେଳେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଯାଉଛଥିବା ସୂଚନା ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ମାମଲାର ଶୁଣାଣି...
ଭାରତଭଦୌରିଆଙ୍କ ପରେ ବିବେକ ରାମ ଚୌଧୁରୀ ହେବେ ବାୟୁସେନା ମୁଖ୍ୟmahabharatanewsSeptember 22, 2021 by mahabharatanewsSeptember 22, 20210137 ନୂଆଦିଲ୍ଲୀ: ବାୟୁ ସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ । ଏଆର ମାର୍ଶାଲ ଭଦୌରିଆ ଆସନ୍ତା ୩୦ରେ ଅବସର ନେବେ । ତାଙ୍କ ସ୍ଥାନରେ ନିଯୁକ୍ତି ପାଇବେ ଚୌଧୁରୀ ।...
ଭାରତଖଚିତ ଆଇଇଡିକୁ ନିଷ୍କ୍ରୀୟ କଲା ସୁରକ୍ଷା ବଳmahabharatanewsSeptember 21, 2021 by mahabharatanewsSeptember 21, 20210174 ଶ୍ରୀନଗର: ଜମ୍ମୁ-କଶ୍ମୀରର ବଡଗାମ ଅନ୍ତର୍ଗତ ଗୋଗୋ ଅଞ୍ଚଳରେ ଏକ ବଡଧରଣର ବିସ୍ଫୋରଣକୁ ପଣ୍ଡ କରିଛି ସୁରକ୍ଷାବଳ । ଗୋଗୋ ଅଞ୍ଚଳରେ ଖଚିତ ଆଇଇଡିକୁ ସୁରକ୍ଷାବଳ ଠାବ କରିଛି । ଏହି ବିସ୍ଫୋରଣ ହୋଇଥିଲେ ଭୟଙ୍କର...
ଅପରାଧଭାରତନିଷ୍ଠୁର ସାଜିଲେ ବାପା ମାmahabharatanewsSeptember 21, 2021 by mahabharatanewsSeptember 21, 20210185 (ହାଇଦ୍ରାବାଦ) ; ବାପା ମା ସନ୍ତାନଙ୍କ ପାଇଁ ବେଶ ଯତ୍ନବାନ ହୋଇଥାନ୍ତି । ଏବଂ ସନ୍ତାନର କଷ୍ଟ ମଧ୍ୟ ସହ୍ୟ କରିପାରନ୍ତି ନାହିଁ । କିନ୍ତୁ ଏକ ୩ବର୍ଷର ଝିଅ ଖାଇଲାନି ବୋଲି ବାପା...
ଭାରତସେନା ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁmahabharatanewsSeptember 21, 2021 by mahabharatanewsSeptember 21, 20210197 ଶ୍ରୀନଗର: ଆଜି ଏକ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜମ୍ମୁର ଉଦାମପୁର ଜିଲ୍ଲା ଶିବ ଗର୍ହ ଧର ନିକଟରେ ହେଲିକପଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ପାଇଲଟ ଓ କୋ...
Uncategorizedଭାରତମଧ୍ୟାହ୍ନ ଭୋଜନ ଖାଇ: ୧୭ ଶିଶୁ ଗୁରୁତରmahabharatanewsSeptember 21, 2021September 21, 2021 by mahabharatanewsSeptember 21, 2021September 21, 20210181 ଚେନ୍ନାଇ: ମଧ୍ୟାହ୍ନ ଭୋଜନ ଖାଇ ୧୭ ଜଣ ଅଙ୍ଗନ ୱାଡି ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ବେଳେ ଖାଦ୍ୟରେ ମୃତ ଝିଟିପିଟି ପଡିଥିବା ଅଭିଯୋଗ ହେଉଛି । ଘଟଣାଟି ତାମିଲ...