ମନୋରଞ୍ଜନରେକର୍ଡ କଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ଟିଜରmahabharatanewsApril 10, 2024 by mahabharatanewsApril 10, 20240127 (ମୁମ୍ବାଇ) : ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ ଧୂମଧାମରେ ନିଜ ଜନ୍ମ ଦିନ ସେଲିବ୍ରେଟ୍ କରୁଛନ୍ତି । ଏହି ଅବସରରେ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ନିର୍ମାତା ପ୍ରଶଂସକଙ୍କୁ ଏକ...
ମନୋରଞ୍ଜନପ୍ରେମିକଙ୍କ ନାଁରେ ହାର ପିନ୍ଧି ଚର୍ଚାରେ ଜାହ୍ନବୀ କପୁରmahabharatanewsApril 10, 2024 by mahabharatanewsApril 10, 2024099 (ମୁମ୍ବାଇ) : ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ମଧ୍ୟରେ ଥିବା ସଂପର୍କର ଚର୍ଚ୍ଚା ଶିଖରଙ୍କ ନାମ ଲେଖାଥିବା ହାର ପିନ୍ଧି ଫିଲ୍ମର ସ୍କ୍ରିନିଂକୁ ଯାଇ ଚର୍ଚାରେ ଜାହ୍ନବୀ ।...
ଭାରତମନୋରଞ୍ଜନଭାଇଙ୍କ ପାର୍ଟିକୁ ୫ କୋଟି ଟଙ୍କା ଦେଲେ ସୁପରଷ୍ଟାର ଚିରଞ୍ଜୀବୀmahabharatanewsApril 9, 2024 by mahabharatanewsApril 9, 20240109 (ମୁମ୍ବାଇ) : ଲୋକସଭା ନିର୍ବାଚନ ପୂର୍ବରୁ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ତାଙ୍କ ଭାଇ ପୱନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ୫ କୋଟି ଟଙ୍କା ଦାନ କରିଛନ୍ତି। ଯାହା ଏବେ ସବୁଆଡେ ଚର୍ଚାର ବିଷୟ ପାଲଟିଛି...
ମନୋରଞ୍ଜନରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ଟିଜରmahabharatanewsApril 9, 2024 by mahabharatanewsApril 9, 2024087 (ମୁମ୍ବାଇ) : ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ ଧୂମଧାମରେ ନିଜ ଜନ୍ମ ଦିନ ସେଲିବ୍ରେଟ୍ କରୁଛନ୍ତି । ଏହି ଅବସରରେ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ନିର୍ମାତା ପ୍ରଶଂସକଙ୍କୁ...
ମନୋରଞ୍ଜନମାଡ଼ ମାରି ଟ୍ରୋଲ ହେଲେ ଜ୍ୟାକି ଶ୍ରଫmahabharatanewsApril 8, 2024 by mahabharatanewsApril 8, 20240111 (ମୁମ୍ବାଇ) : ପ୍ରଶଂସକଙ୍କୁ ମାଡ଼ ମାରି ଟ୍ରୋଲ ହେଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ। ତେବେ ସେ ପ୍ରଶଂସକଙ୍କ ସହ ସେ ଥଟ୍ଟା ମଜା କରୁଥିବାର ମଧ୍ୟ ଦେଖିବାକୁ ମିଳେ। ହେଲେ ଏବେ ଯେଉଁ...
ମନୋରଞ୍ଜନନିଜ ପତ୍ନୀଙ୍କ ବିଷୟରେ ଏମିତି କିଛି କହିଲେ ସାହିଦ କପୁରmahabharatanewsApril 7, 2024 by mahabharatanewsApril 7, 2024099 (ମୁମ୍ବାଇ) : ବଲିଉଡ୍ ଅଭିନେତା ସାହିଦ କପୁର ଓ ପତ୍ନୀ ମୀରା ରାଜପୁତ ଇଣ୍ଡଷ୍ଟ୍ରିର ସୁନ୍ଦର ଯୋଡ଼ି। ଦୁହେଁ ଅଧିକାଂଶ ସମୟରେ ପରସ୍ପର ବିଷୟରେ କିଛି ନା କିଛି ଟୀକାଟିପ୍ପଣୀ କରିଥାଆନ୍ତି। ନିକଟରେ ସାହିଦ...
ମନୋରଞ୍ଜନଶାହରୁଖଙ୍କ ୨୦୦କୋଟି ଟଙ୍କାର ଘରmahabharatanewsApril 7, 2024 by mahabharatanewsApril 7, 20240118 (ମୁମ୍ବାଇ) : ବଲିଉଡର ବାଦଶାହ ଶାହରୁଖ ଖାନଙ୍କୁ ଦର୍ଶକ ବେଶ ଭଲପାଇବା ଦେଇଛନ୍ତି । ଯଦି ଆମେ ୨୦୨୩ବର୍ଷକୁ ଦେଖିବା, ତେବେ ଶାହରୁଖଙ୍କ ୩ଟି ଫିଲ୍ମ ପଠାନ୍, ଯବାନ ଓ ଡଙ୍କି ବକ୍ସ ଅଫିସରେ ଭଲ...
ମନୋରଞ୍ଜନଏହି ଫିଲ୍ମ ପାଇଁ ୧୦କୋଟି ନେବେ ସାଇ ପଲ୍ଲବୀ mahabharatanewsApril 6, 2024 by mahabharatanewsApril 6, 20240163 (ମୁମ୍ବାଇ) : ବର୍ତମାନ ସାଉଥ୍ ଲୋକପ୍ରିୟ ଅଭିନେତ୍ରୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୌରାଣିକ ଚଳଚ୍ଚିତ୍ର ରାମାୟଣରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଇ ପଲ୍ଲବୀଙ୍କୁ କାଷ୍ଟ କରାଯାଇଥିବା ବେଳେ ଏହି...
ମନୋରଞ୍ଜନବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀmahabharatanewsApril 6, 2024 by mahabharatanewsApril 6, 20240137 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ ବୃତ୍ତିଗତ ଜୀବନ ଅପେକ୍ଷା ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ରହିଥାନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ପ୍ରେମିକ ରୋହମାନ ତାଙ୍କ ଜୀବନକୁ ପୁଣି ଫେରି ଆସିଛନ୍ତି...
ମନୋରଞ୍ଜନପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ କହି ଟ୍ରୋଲ ହେଲେ କଙ୍ଗନାmahabharatanewsApril 6, 2024 by mahabharatanewsApril 6, 20240131 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବର୍ତ୍ତମାନ ବିଆରଏସ ନେତା କେ.ଟି. ରାମା ରାଓ କଙ୍ଗନା ରାନାୱତଙ୍କୁ ଟ୍ରୋଲ କରିଥିବା ଜଣାପଡ଼ିଛି।...