ମନୋରଞ୍ଜନ

ଶାହରୁଖଙ୍କ ୨୦୦କୋଟି ଟଙ୍କାର ଘର

  (ମୁମ୍ବାଇ) : ବଲିଉଡର ବାଦଶାହ ଶାହରୁଖ ଖାନଙ୍କୁ ଦର୍ଶକ ବେଶ ଭଲପାଇବା ଦେଇଛନ୍ତି । ଯଦି ଆମେ ୨୦୨୩ବର୍ଷକୁ ଦେଖିବା, ତେବେ ଶାହରୁଖଙ୍କ ୩ଟି ଫିଲ୍ମ ପଠାନ୍, ଯବାନ ଓ ଡଙ୍କି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।

ସୂଚନାନୁଯାୟୀ , ବଲିଉଡରେ କିଙ୍ଗ ଖାନ୍ ଭାବେ ପରିଚିତ ଶାହରୁଖ କେତେ କୋଟିର ଘରେ ରହୁଛନ୍ତି ଆପଣ ଜାଣନ୍ତି କି? ଶାହରୁଖ ରହୁଥିବା ଘରର ନାମ ମନ୍ନତ ରଖାଯାଇଥିବା ବେଳେ ଅନେକଙ୍କ ପାଇଁ ଏହା ଦର୍ଶନୀୟ ସ୍ଥାନ ଅଟେ। ଜାତୀୟ ଗଣମାଧ୍ୟମ ମୁତାବକ, ଏହି ଘରର ଦାମ ୨୦୦କୋଟି ଟଙ୍କା।

Related posts

କାନ୍ଧରେ ହାତ ରଖିବା ବିଜେପି ନେତାଙ୍କୁ ପଡିଲା ମହଙ୍ଗା

mahabharatanews

ଆଉ ନାହାନ୍ତି ୨୬ ବର୍ଷୀୟ ଷ୍ଟାର ସୋଫିଆ ଲିଓନ

mahabharatanews

ଭାଙ୍ଗିଲା ଶ୍ରଦ୍ଧା କପୁରଙ୍କ ଗୋଡ଼

mahabharatanews