ଓଡିଶାସ୍ୱାସ୍ଥ୍ୟଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପmahabharatanewsJanuary 7, 2026 by mahabharatanewsJanuary 7, 202605 ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ଡାକ୍ତର ଆନ୍ଦୋଳନରେ ଲାଗିବ ରୋକ । ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଧରି ଓପିଡିରେ ବସୁନଥିବାରୁ ଅତ୍ୟାବଶ୍ୟକ ସେବା ତଥା ରକ୍ଷଣାବେକ୍ଷଣ...
bharatଓଡିଶାପ୍ରଯୁକ୍ତିସ୍ୱାସ୍ଥ୍ୟଆୟୁଷ୍ମାନ କାର୍ଡରେ ବଡ ପରିବର୍ତ୍ତନ କରୁଛନ୍ତି ସରକାର ଏପରି ନକଲେ କଟିଯିବ ଆୟୁଷ୍ମାନ କାର୍ଡ ।mahabharatanewsJanuary 6, 2026 by mahabharatanewsJanuary 6, 202605 ଦେଶରେ ଲୋକଙ୍କ ଚିକିତ୍ସା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ସରକାର ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରିଥିବାବେଳେ ଏବେ ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବାରର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ଯେଉଁଥିପାଇଁ ଏହି କାର୍ଡ...
ଓଡିଶାସ୍ୱାସ୍ଥ୍ୟଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସାmahabharatanewsJanuary 5, 2026 by mahabharatanewsJanuary 5, 202603 ରାଜ୍ୟରେ ସୋମବାର ଠାରୁ ୨ ଘଣ୍ଟା ଓପିଡି ବନ୍ଦ ରହିବ । ଏଭଳି ଚରମ ନିଷ୍ପତ୍ତି ନେଇଛି ଓମସା । ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି ।...
ଦେଶ ବିଦେଶସ୍ୱାସ୍ଥ୍ୟଔଷଧ ଦୋକାନରେ ଅବାଧରେ ବିକ୍ରି ହେବନି କଫ୍ ସିରପ୍mahabharatanewsJanuary 2, 2026 by mahabharatanewsJanuary 2, 2026028 ସରକାର ଔଷଧ ସମ୍ପର୍କରେ ବଡ଼ ଏବଂ କଠୋର ନିଷ୍ପତ୍ତି ନେଉଛନ୍ତି, ଯେଉଁଥିରେ ନିମେସୁଲାଇଡର ଉଚ୍ଚ ଡୋଜ୍ ଉପରେ ନିଷେଧ ଏବଂ କଫ ସିରପ ଯୋଗୁଁ ଶିଶୁଙ୍କ ମୃତ୍ୟୁ ପରେ ନିଆଯାଇଥିବା କଠୋର କାର୍ଯ୍ୟାନୁଷ୍ଠାନ ଅନ୍ତର୍ଭୁକ୍ତ।...
ସ୍ୱାସ୍ଥ୍ୟମଧ୍ୟାହ୍ନ ଭୋଜନ ନିଦ ଲାଗିବା, ଜାଣନ୍ତୁ ଏହା ପଛର କାରଣ…mahabharatanewsDecember 27, 2025December 27, 2025 by mahabharatanewsDecember 27, 2025December 27, 2025010 ସାଧାରଣତଃ ମଧ୍ୟହ୍ନ ଭୋଜନ ପରେ ଅନେକ ଲୋକଙ୍କୁ ନିଦ ଲାଗିଥାଏ, ଆଳସ୍ୟ ଅନୁଭବ କରିଥାନ୍ତି । କିଛି ଲୋକ ଏହାକୁ ଆଳସ୍ୟ ବୋଲି ମନେ କରୁଥିବା ବେଳେ, ଅନ୍ୟମାନେ ଭାବନ୍ତି ଯେ ସେମାନଙ୍କ ଶରୀର...
ଓଡିଶାଦେଶ ବିଦେଶସ୍ୱାସ୍ଥ୍ୟବାୟୁ ପ୍ରଦୂଷଣରେ ରାଜଧାନୀ ଦିଲ୍ଲୀକୁ ଟପିଲା ଓଡିଶାର ବାଲେଶ୍ୱର ଜିଲ୍ଲାmahabharatanewsDecember 25, 2025 by mahabharatanewsDecember 25, 2025011 ଦେଶର ଅନେକ ଜାଗାରେ ବାୟୁ ପ୍ରଦୂଷଣ ବଢି ବଢି ଚାଲିଥିବାବେଳେ କିଛିଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀର ସ୍ଥତି ଅତ୍ୟନ୍ତ ଶୋଚନୀୟ ଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ ସହ ଅଧିକାଂଶ ଅଫିସ୍...
ଓଡିଶାସ୍ୱାସ୍ଥ୍ୟଖଣ୍ଡଗିରି ଛକରୁ ଏମ୍ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡରmahabharatanewsDecember 18, 2025 by mahabharatanewsDecember 18, 2025010 ଏଣିକି ଆଉ ଭିଡ଼ରେ ଫସିବନି କି ବାଟରେ ଅଟକିବନି ଏମ୍ସ ଯାଉଥିବା ଆମ୍ବୁଲାନ୍ସ । ରୋଗୀଙ୍କୁ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରିଛନ୍ତି ମାଷ୍ଟରପ୍ଲାନ୍ । ଖଣ୍ଡଗିରି...
bharatଦେଶ ବିଦେଶସ୍ୱାସ୍ଥ୍ୟବାୟ ପ୍ରଦୂଷଣ ବଢିବା ପ୍ରସଙ୍ଗ ନେଇ ଦିଲ୍ଲୀ ଏମ୍ସିଡିକୁ କୋର୍ଟଙ୍କ କଡା ନିର୍ଦ୍ଦେଶmahabharatanewsDecember 17, 2025 by mahabharatanewsDecember 17, 2025015 ଦିନକୁ ଦିନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଆଜି ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏମସିଡି...
ଓଡିଶାସ୍ୱାସ୍ଥ୍ୟଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶmahabharatanewsDecember 11, 2025 by mahabharatanewsDecember 11, 2025015 ଭିନ୍ନକ୍ଷମ ପିଲାଙ୍କୁ ଅଧିକାରୀ ଖୋଜିବେ । ୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ । ସର୍ଭେକୁ ୩୧ ଡିସେମ୍ବର ସୁଦ୍ଧା ସମାପ୍ତ କରିବାକୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ...
ଓଡିଶାସ୍ୱାସ୍ଥ୍ୟସ୍ୱାସ୍ଥ୍ୟରାଜ୍ୟରେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ନମ୍ବର ଗଞ୍ଜାମmahabharatanewsDecember 1, 2025 by mahabharatanewsDecember 1, 2025023 ଆଜି ବିଶ୍ୱ ଏଡସ୍ ଦିବସ । ଚିନ୍ତା ବଢ଼ାଉଛନ୍ତି ୩ ଜିଲ୍ଲା । ରାଜ୍ୟରେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ ଗଞ୍ଜାମ ଜିଲ୍ଲା । ଜିଲ୍ଲାର ପ୍ରାୟ ସମସ୍ତ ବ୍ଳକ ଏଡସ୍ ଭଳି ମାରାତ୍ମକ...