ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ; ୬୫୩ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 10, 2022 by mahabharatanewsAugust 10, 20220198 ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି କରୋନା ସଂକ୍ରମଣ ୫ ଶହ ତଳେ ଥିବା ବେଳେ ଆଜି ୬୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ସଂଗରୋଧ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କମିଛି କରୋନା ସଂକ୍ରମଣ ; ୪୮୭ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsAugust 9, 2022 by mahabharatanewsAugust 9, 20220141 ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି । ୫ ଶହ ତଳକୁ ରହିଛି ସଂକ୍ରମିତ । ଗତକାଲି ୬୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ...
ଭାରତସ୍ୱାସ୍ଥ୍ୟଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ; ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 9, 2022 by mahabharatanewsAugust 9, 20220170 ନୂଆଦିଲ୍ଲୀ: ଦିନକୁ ଦିନ କମି କମି ଯାଉଛି କରୋନା ସଂକ୍ରମଣ । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୬,୧୬୭ ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୬୫୨ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220134 ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି । ଆଜି ବି ଏହା ହଜାରେ ତଳକୁ ରହିଛି କରୋନା । ଗତକାଲି ୭୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ...
ଓଡିଶାସ୍ୱାସ୍ଥ୍ୟକ୍ୟାନସର ରୋଗକୁ କେମିତି ଭଲ କରାଯିବ, ଆସନ୍ତୁ ଜାଣିବା…….mahabharatanewsAugust 6, 2022 by mahabharatanewsAugust 6, 20220184 ବ୍ୟୁରୋ : ଦିନକୁ ଦିନ କ୍ୟାନସର ରୋଗ ବଢିବାରେ ଲାଗିଛି । ଏହା ଏତେ ଭୟ ବିସ୍ତାର କରିଛି ଯେ, ନେତା ମନ୍ତ୍ରୀଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ଦୈନିକ କରୋନା ହ୍ରାସ ପାଇଛି ; ୮୩୬ ପଜିଟିଭ୍ ଚିହ୍ନଟmahabharatanewsAugust 6, 2022August 6, 2022 by mahabharatanewsAugust 6, 2022August 6, 20220187 ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ହଜାରେ ତଳକୁ ରହିଛି। ଗତକାଲି ପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯୦...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି ; ୮୭୦ ଜଣ କରୋନା ସଂକ୍ରମିତ ଚିହ୍ନଟmahabharatanewsAugust 5, 2022 by mahabharatanewsAugust 5, 20220161 ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି। ଆଜି ବି ଏହା ହଜାରେ ତଳକୁ ରହିଛି। ଗତକାଲି ୮୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ...
ଭାରତସ୍ୱାସ୍ଥ୍ୟଦେଶରେ ପୁଣି୨୦ ହଜାରେ ଟପିଲା ସଂକ୍ରମଣ ; ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛିmahabharatanewsAugust 5, 2022 by mahabharatanewsAugust 5, 20220215 ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୨୦ ହଜାର ଟପିଯାଇଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଦେଶରେ ସଂକ୍ରମଣ ସଂଖ୍ୟା ୧୪ ହଜାର...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି: ୯୨୦ କରୋନା ସଂକ୍ରମିତ ଚିହ୍ନଟmahabharatanewsAugust 4, 2022 by mahabharatanewsAugust 4, 20220158 ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଆଜି ବି ଏହା ହଜାରେ ତଳକୁ ରହିଛି। ଗତକାଲି ୯୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା...
ଓଡିଶାସ୍ୱାସ୍ଥ୍ୟବଢୁଛି କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୯୨୦ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 3, 2022 by mahabharatanewsAugust 3, 20220174 ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ। ଗତକାଲି ରାଜ୍ୟରେ ୭୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୯୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ...