ଓଡିଶାଵାଣିଜ୍ୟସୁନା ରୂପା ଦରରେ ଲାଗୁନି ବ୍ରେକ୍mahabharatanewsDecember 30, 2025 by mahabharatanewsDecember 30, 2025024 ଅଢେଇ ଲକ୍ଷ ଟଙ୍କା ଟପିଲାଣି ରୁପା । ଭୁବନେଶ୍ବରରେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ରହିଛି ରୁପା କେଜି । ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା...
ଓଡିଶାଵାଣିଜ୍ୟଏବେ ରୁପା ଦର ହୁ ହୁ ହୋଇ ବଢ଼ୁଛିmahabharatanewsDecember 27, 2025 by mahabharatanewsDecember 27, 2025022 ନୂଆବର୍ଷ ପୂର୍ବରୁ ପୁଣି ଚମକିଲାଣି ରୁପା । ଏବେ ପାଉଁଜି, ଗହଣା, ମୂର୍ତ୍ତି କିଣିବା ହେବ ମହଙ୍ଗା । ଅଢେଇ ଲକ୍ଷ ଟଙ୍କା ଟପିଲା ରୁପା । ସୁନା ପରେ ଏବେ ବଢ଼ିଲା ରୁପାର...
bharatଦେଶ ବିଦେଶପ୍ରଯୁକ୍ତିଭାରତଯୋଗାଯୋଗଵାଣିଜ୍ୟଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍mahabharatanewsDecember 22, 2025 by mahabharatanewsDecember 22, 2025024 ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍ । ପ୍ଲେନ୍ ସାରା ଖେଳିଗଲା ଭୟର ବାତାବରଣ । ସୂଚନା ଅନୁଯାୟୀ ଏୟାର ଇଣ୍ଡିଆର ବିମାନ...
ଓଡିଶାପ୍ରଯୁକ୍ତିବିଦ୍ୟାଵାଣିଜ୍ୟଶିକ୍ଷାAI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025mahabharatanewsDecember 19, 2025 by mahabharatanewsDecember 19, 2025028 ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନ୍ଭେନସନ୍ ହଲରେ ଅନୁଷ୍ଠିତ ହୋଇ ଯାଇଛି AI Impact summit ୨୦୨୫ ଯାହା ଦୁଇଦିନ ଧରି ହେବାକୁ ଥିବାବେଳେ ଏଠାରେ ବଡ ସୂଚନା ଦେଇଛନ୍ତି ମନ୍ତ୍ରୀ , ଆଉ...
ଓଡିଶାଯୋଗାଯୋଗଵାଣିଜ୍ୟରାଜ୍ୟରେ ଦୀର୍ଘ ବର୍ଷ ଧରି ଉଠିଥିବା ଦ୍ୱନ୍ଦ ଦୂର କଲେ ସରକାରmahabharatanewsDecember 18, 2025 by mahabharatanewsDecember 18, 2025031 ଏଥର ସହଜ ହେବ ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ । ଆଗରୁ ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବାବେଳେ ଏବେ ଏ ଦ୍ୱନ୍ଦ ଦୂର ହୋଇଛି ।...
ଦେଶ ବିଦେଶଵାଣିଜ୍ୟଭାରତ ଉପରୁ ଟାରିଫ ହଟାଇବାକୁ ଆମେରିକା ସାଂସଦଙ୍କ ଦାବିmahabharatanewsDecember 13, 2025 by mahabharatanewsDecember 13, 2025036 ଆମେରିକାର ପ୍ରତିନିଧି ସଭାର ତିନି ଜଣ ଡେମୋକ୍ରାଟିକ୍ ସାଂସଦ ଭାରତୀୟ ଆମଦାନୀ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଅବରୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଉତ୍ତର କାରୋଲିନାର...
ଦେଶ ବିଦେଶଭାରତଵାଣିଜ୍ୟଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତିmahabharatanewsNovember 10, 2025 by mahabharatanewsNovember 10, 2025040 କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି । ଯାହାର ଫଳସ୍ଵରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି...
ଓଡିଶାଭାରତଵାଣିଜ୍ୟଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍mahabharatanewsSeptember 4, 2025 by mahabharatanewsSeptember 4, 20250181 ଭୁବନେଶ୍ୱର:- ବୁଧବାର ଜିଏସଟି ପରିଷଦର ୫୬ ତମ ବୈଠକରେ ନିତ୍ୟ ଆବଶ୍ୟକ ଜିନିଷ ଉପରେ କର ହ୍ରାସ କରିଛନ୍ତି । ବର୍ତ୍ତମାନର ୪ ସ୍ତରୀୟ ଜିଏସଟି ସ୍ଲାବ୍ (୫%, ୧୨%, ୧୮%, ଏବଂ ୨୮%)କୁ...
bharatଵାଣିଜ୍ୟଷ୍ଟକ୍ ମାର୍କେଟରେ ଭୂକମ୍ପ, ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କଲା BSEmahabharatanewsAugust 5, 2024 by mahabharatanewsAugust 5, 20240188 ମାର୍କେଟ୍ ଖୋଲୁ ଖୋଲୁ କ୍ରାସ୍। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ସେନସେକ୍ସ ୧୬୨୭ ପଏଣ୍ଟ ଖସି ୭୯ ୩୫୪ ଓ ନିଫ୍ଟି ୫୦୨...
ଵାଣିଜ୍ୟମଝି ଆକାଶରେ ଦୋହଲିବାକୁ ଲାଗିଥିଲା ଏୟାର ଇଣ୍ଡିଆର ବିମାନ, ୭ ଜଣ ଯାତ୍ରୀ ଆହତmahabharatanewsMay 17, 2023May 17, 2023 by mahabharatanewsMay 17, 2023May 17, 20230379 ନୂଆଦିଲ୍ଲୀ: ମଙ୍ଗଳବାର (ମେ ୧୬) ଦିନ ଦିଲ୍ଲୀରୁ ଅଷ୍ଟ୍ରେଲିଆର ସିଡନୀ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନ ମଧ୍ୟଭାଗରେ ଦୋହଲିବାକୁ ଲାଗିଥିଲା। ଏହି କାରଣରୁ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ଏକ...