ଅପରାଧଓଡିଶାଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜରmahabharatanewsJune 8, 2026June 8, 2026 by mahabharatanewsJune 8, 2026June 8, 2026051 ରାଉରକେଲାରେ ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର । ଦୀର୍ଘ ଦିନ ଧରି ରାଉରକେଲା ପ୍ଲାଣ୍ଟ ସାଇଟ ମହତାବ ରୋଡ଼ ଅଂଚଳକୁ ନିଶା କାରବାର ର ହବ କରିଥିବା ଡ୍ରଗ୍ସ ମାଫିଆ ଙ୍କ...
ଅପରାଧଓଡିଶାଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀmahabharatanewsJune 7, 2026 by mahabharatanewsJune 7, 2026041 ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଆଇଟିଡିଏ (ITDA) ସହକାରୀ ନିର୍ବାହୀ ଯନ୍ତ୍ରୀ । ବାଲିଗୁଡାର AEE ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ...
ଅପରାଧଦେଶ ବିଦେଶପାଟନା ଗୁଳିକାଣ୍ଡ ମାମଲା: ଆତ୍ମସମର୍ପଣ କରିବାକୁ କୋର୍ଟ ଯାଇଥିଲେ ଖାନ ସାର୍mahabharatanewsJune 6, 2026 by mahabharatanewsJune 6, 2026041 ଜଣେ ପ୍ରସିଦ୍ଧ ବିହାରୀ ଶିକ୍ଷକ ଏବଂ ଖାନ ଗ୍ଲୋବାଲ ଷ୍ଟଡିଜର ପ୍ରତିଷ୍ଠାତା ଖାନ ସାର୍ ଶନିବାର ପାଟନା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆଜି କୋର୍ଟର ସମୟ ଶେଷ ହୋଇଥିବାରୁ ସେ ସୋମବାର ଆଗୁଆ ଜାମିନ...
ଅପରାଧଓଡିଶାକଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହmahabharatanewsMay 30, 2026 by mahabharatanewsMay 30, 2026050 ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୁଆଡିହି ପଞ୍ଚାୟତ ଏରସମା-ଚଟୁଆ ମୁଖ୍ୟ ରାସ୍ତା ନିକଟ ଜଳଉ ଠାରେ ଆଜି ସକାଳୁ ଏକ କଲଭେଟ ଭିତରୁ ଅଜଣା ଅଚିହ୍ନା ଯୁବକ ର ମୃତ ଦେହ ମିଳିଛି। ପ୍ରଥମେ...
ଅପରାଧଓଡିଶାସଇଁତଲା ଖବରସାଲ ନିକଟରୁ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟmahabharatanewsMay 30, 2026 by mahabharatanewsMay 30, 2026036 ସଇଁତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତର ଖବରସାଲ ନିକଟରୁ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ଦିଗସିରା ଗ୍ରାମର ପ୍ରମୋଦ ତାଣ୍ଡି । ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଘୁନସର ଗ୍ରାମର...
ଅପରାଧଓଡିଶାଯାତ୍ରା ପଡ଼ିଆରେ ରକ୍ତପାତ, ମହାଭାରତ ଦେଖୁ ଦେଖୁ ରଣକ୍ଷେତ୍ର ପାଲଟିଲା ଗ୍ରାମmahabharatanewsMay 28, 2026 by mahabharatanewsMay 28, 2026050 ମହାଭାରତ ଦେଖୁ ଦେଖୁ ସୃଷ୍ଟି ହେଲା ମହାଭାରତ। ରଣକ୍ଷେତ୍ର ପାଲଟିଲା ଗାଁ, ପଥର ଓ ଠେଙ୍ଗା ମାଡ଼ରେ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମାର୍କଣ୍ଡି ଗ୍ରାମରେ।...
ଅପରାଧଦେଶ ବିଦେଶNEET ପେପର୍ ଲିକ୍: CBI ର ବଡ଼ କାର୍ଯ୍ୟାନୁଷ୍ଠାନ, ବଢୁଛି ଗିରଫଦାରୀ ସଂଖ୍ୟାmahabharatanewsMay 27, 2026May 27, 2026 by mahabharatanewsMay 27, 2026May 27, 2026053 NEET-UG 2026 ପେପର୍ ଲିକ୍ ମାମଲାରେ CBI ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଲାଟୁରର ଡାକ୍ତର ମନୋଜ ଶିରୁରେ ଅଛନ୍ତି। CBI ଅନୁଯାୟୀ, ଡାକ୍ତର ଶିରୁରେ ତିନି...
ଅପରାଧଦେଶ ବିଦେଶASIଙ୍କୁ ହତ୍ୟା; ଡ୍ୟୁଟିରେ ଥିବା ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼mahabharatanewsMay 24, 2026 by mahabharatanewsMay 24, 2026078 ASI ଙ୍କୁ ଗୁଳିମାଡ । ପଞ୍ଜାବର ଅମୃତସରର ମାଜିଥା ଅଞ୍ଚଳରେ ଅଜଣା ଆକ୍ରମଣକାରୀଙ୍କ ଗୁଳିରେ ପଞ୍ଜାବ ପୋଲିସର ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଜୋଗା ସିଂହ ବୋଲି ଚିହ୍ନଟ...
ଅପରାଧଓଡିଶାପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡmahabharatanewsMay 21, 2026 by mahabharatanewsMay 21, 2026056 ପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡ । ତିନି ଜଣ ଅଟୋ ଚାଳକ ଗୁରୁତର । ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ପୁରୀ ସମୁଦ୍ରକୂଳ ଲାଇଟ୍ ହାଉସ୍ ଛକ ନିକଟରେ ହୋଇଛି ଏପରି...
ଅପରାଧଦେଶ ବିଦେଶଲୋକପ୍ରିୟ ପଞ୍ଜାବୀ ଗାୟିକା ୟଶିନ୍ଦର କୌରଙ୍କୁ ନିର୍ମମ ହତ୍ୟା…mahabharatanewsMay 19, 2026 by mahabharatanewsMay 19, 2026060 ଲୋକପ୍ରିୟ ପଞ୍ଜାବୀ ଗାୟିକା ୟଶିନ୍ଦର କୌରଙ୍କୁ ନିର୍ମମ ହତ୍ୟା ଘଟଣାରେ ସ୍ତବ୍ଧ ପଞ୍ଜାବ ସଙ୍ଗୀତ ଇଣ୍ଡଷ୍ଟ୍ରି। ୬ ଦିନ ଧରି ନିଖୋଜ ଥିବା ପ୍ରସିଦ୍ଧ ପଞ୍ଜାବୀ ଗାୟିକା ୟଶିନ୍ଦର କୌରଙ୍କୁ ନିର୍ମମ ହତ୍ୟା କରାଯାଇଥିବା...