Category : ଓଡିଶା

ଓଡିଶା

ନିଆଁ ଲାଗି ୭ ବଖରା ପାଉଁଶ

mahabharatanews
(ମହାଭାରତ, ପଟ୍ଟାମୁଣ୍ଡାଇ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଘଡିଆମାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ଜଣକ ଘରେ ନିଆଁ ଲାଗିବାରୁ ତାଙ୍କ ଘରର ୭ ବଖରା...
ଓଡିଶା

ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣଙ୍କ ବିୟୋଗ

mahabharatanews
(ମହାଭାରତ)ଜଳେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ ହୋଇଛି । ୧୯୭୧ ବ୍ୟାଚର ଗୁଜୁର।।ଟ କ୍ୟାଡରର ରବିନାରାଣୟ କେନ୍ଦ୍ର ଖାଦ୍ୟ ନିଗମର ଯୁଗ୍ମ ସଚିବ ,...
ଓଡିଶା

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

mahabharatanews
(ମହାଭାରତ/ ମାଲକାନଗିରି) : ଜିଲ୍ଲାରେ ତେଜୁଛି ଚାଷୀ ଅ ।ନ୍ଦୋଳନ । ମଣ୍ଡିରେ ଧାନ ଅ ।ସିବା ପରେ ମଧ୍ୟ ଏହାକୁ କିଣାଯାଉ ନାହିଁ । ତେଣୁ ଚାଷୀ ମଣ୍ଡିକୁ ଧାନ ଆଣି ଆସି...
ଓଡିଶା

ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନ

mahabharatanews
(ମହାଭାରତ /ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାର ଅ ।ରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଗତକାଲି ରାତି ୮ଟା ସମୟରେ ଅ·ନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ଡାକ୍ତରମାନଙ୍କ ସହ କଥାବାର୍ତ୍ତା ହୋଇ...
ଓଡିଶା

ଆବାସ ଯୋଜନାରୁ ବଞ୍ଚିତ କୁଡୁଞ୍ଜି

mahabharatanews
(ସନ୍ତୋଷ କୁମାର ଲମ୍ବାତା /ରାୟଗଡା): ଫେଲ ମାରୁଛି ସରକାରୀ ଯୋଜନା । ରାଜ୍ୟ ଓ କେନ୍ଦ୍ରସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ...
ଓଡିଶା

ଅକ୍ଟୋବରରେ ଖଣି ନିଲାମ,ଡିସେମ୍ବରରେ ବାତିଲ

mahabharatanews
(ହରପ୍ରସାଦ ବିଶୋଇ)ମହାଭାରତ: ଖଣି ନିଲାମ ବାତିଲ ହୋଇଛି । ଗତ ଅକ୍ଟୋବର ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମି ଟେଣ୍ଡରକୁ ବାତିଲ କରିଛନ୍ତି । ଏଣିକି ସବୁ ଖଣିର ସାନି...
ଓଡିଶା

ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews
(ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୟାଲ ଏନଫିଲଡ ଗାଡ଼ିରେ ଲାଗିଥିବା ୧୧ ଫୁଟ ଶିଢ଼ିରେ ୧୨୮ କିଲୋମିଟର ଅତିକ୍ରମ କରିଥିଲେ ସଂଗ୍ରାମ ।...
ଓଡିଶା

ଶିଶୁ ଭବନ ଛକରେ କଂଗ୍ରେସ କର୍ମୀ ,ପୁଲିସ ଧସ୍ତାଧସ୍ତି

mahabharatanews
(ସରୋଜ କୁମାର ରାଉତ/ମହାଭାରତ)ଭୁବନେଶ୍ୱର: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ବି ଏହାର ତାତି ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ...
ଓଡିଶା

ମଧୁ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews
(ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ମଧୁ ଆପ୍ ଜରିଆରେ ମୋବାଇଲ୍ ବ୍ୟବହାର କରି ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢି଼ପାରିବେ ଛାତ୍ରଛାତ୍ରୀ । ତା ସହ ଚାପ୍ଟର୍ ଶେଷରେ ମଡେଲ୍ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି...
ଓଡିଶା

୨ୟ ଦିନରେ ବାଲୁକା ମହୋତ୍ସବ, ପରିବେଶ ସୁରକ୍ଷାର ବାର୍ତ୍ତା

mahabharatanews
(ଜୟନ୍ତ କୁମାର ସେଠୀ/ମହାଭାରତ )ଗୋପ: କୋଣାର୍କ ବାଲୁକା ମହୋତ୍ସବ ର ୨ୟ ଦିନ ରେ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ବିଶେଷକରି ପରିବେଶ ସୁରକ୍ଷା...