ରାଜନୀତିପଶ୍ଚିମବଙ୍ଗରେ ଧମୁନି ହିଂସା: ୧୧ ଜଣଙ୍କ ମୃତ୍ୟୁmahabharatanewsMay 4, 2021 by mahabharatanewsMay 4, 20210300 କୋଲକାତା: ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ମଧ୍ୟ ଧମୁନି ହିଂସା । ନିର୍ବାଚନ କାଳରେ ରାଜ୍ୟରେ ହିଂସା ଚାଲିଥିବା ବେଳେ ଫଳ ବାହାରିବା ପରେ ମଧ୍ୟ ଚାଲିଛି ହିଂସା । ଫଳାଫଳ ବାହାରିବା ପରଠାରୁ...
ରାଜନୀତିଆଗାମୀ ଦିନରେ ସଂସଦ ଦେଖିବ ତ୍ରିମୁଖୀ ବିରୋଧmahabharatanewsMay 3, 2021May 3, 2021 by mahabharatanewsMay 3, 2021May 3, 20210235 ଭୁବନେଶ୍ୱର/ରାଜେଶ ସାହୁ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ବିଭିନ୍ନ ଆଞ୍ଚଳିକ ଦଳର ନେତା ଓ ମୁଖ୍ୟମନ୍ତ୍ରୀ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ ଓ ଟ୍ୱିଟର...
ରାଜନୀତିପିପିଲି ଦାୟିତ୍ୱରେ ଆଉ ୬ ନେତାmahabharatanewsApril 1, 2021 by mahabharatanewsApril 1, 20210302 ଭୁବନେଶ୍ୱର/ରାଜେଶ ସାହୁ: ପିପିଲି ଉପନିର୍ବାଚନ ପାଇଁ କାଲିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସମସ୍ତ ରାଜନୈତିକ ଦଳ । ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଟକର ହେଉଛି । ଉଭୟ ଦଳ ସେମାନଙ୍କ ଟାଣୁଆ...
ରାଜନୀତିବିଧାନସଭାରେ ବ୍ୟମୋକେଶଙ୍କ ଅଡିଓ ତାତି mahabharatanewsMarch 24, 2021 by mahabharatanewsMarch 24, 20210251 ଭୁବନେଶ୍ୱର/ ରାଜେଶ ସାହୁ: ବିଧାନସଭାରେ ଉଠିଲା ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲ ପ୍ରସଙ୍ଗ । ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲକୁ ନେଇ ବିଧାନସଭାରେ ମୁହାଁ ମୁହିଁ ହେଲେ ପ୍ରଦୀପ୍ତ ଓ ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ...
ରାଜନୀତିବିଭିନ୍ନ ପ୍ରସଙ୍ଗକୁ ନେଇ ମାର୍ଚ୍ଚ ୨୫ରେ ଛାତ୍ର କଂଗ୍ରେସର ବିଶାଳ ସମାବେଶmahabharatanewsMarch 23, 2021 by mahabharatanewsMarch 23, 20210288 ଭୁବନେଶ୍ୱର/ ସରୋଜ ରାଉତ: ୨୫ମାର୍ଚ୍ଚରେ ଛାତ୍ର କଂଗ୍ରେସ ତରଫରୁ ବିଶାଳ ସମାବେଶ ହେବ । ବିଧାନସଭା ଘେରାଉ ହେବ । ଆଜି ଏହି ବିଷୟରେ ଛାତ୍ର କଂଗ୍ରେସ ତରଫରୁ କଂଗ୍ରେସ ଭବନରୁ ପ୍ରେସ୍ ମିଟ...
ରାଜନୀତିସୁବାଷଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ରାଜଭବନ ଅଭିମୁଖେ ବିଜେଡିmahabharatanewsMarch 17, 2021 by mahabharatanewsMarch 17, 20210262 ଭୁବନେଶ୍ୱର/ରାଜେଶ ସାହୁ: ରାଜବଭବନରେ ବିଜେଡି ବିଧାୟକ । ବିଧାନସଭାରୁ ବାହାରି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିବେ । ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ନେଇ ୪ ଦିନ ହେବ...
ରାଜନୀତିଶିବସେନା ପଶ୍ଚିମ ବଙ୍ଗରୁ ଲଢିବ ନାହିଁmahabharatanewsMarch 4, 2021March 9, 2021 by mahabharatanewsMarch 4, 2021March 9, 20210306 ମୁମ୍ବାଇ: ଚଳିତ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ଶିବସେନା ପଶ୍ଚିମ ବଙ୍ଗରୁ ଲଢିବ ନାହିଁ । ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ପ୍ରକୃତ ବାଘୁଣୀର କହିବା ସହ ଦଳ ମମତାଙ୍କୁ ତାର ସହଯୋଗ...
ରାଜନୀତିରାଜନୀତିରୁ ଶଶୀକଳାଙ୍କ ସନ୍ୟାସmahabharatanewsMarch 4, 2021March 4, 2021 by mahabharatanewsMarch 4, 2021March 4, 20210347 ଚେନ୍ନାଇ: ଆଗକୁ ତାମିଲନାଡୁର ବିଧାନସଭା ନିର୍ବାଚନ । କିନ୍ତୁ ମେ ୬ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଗତା ଜୟ ଲଲିତାଙ୍କ ସବୁଠାରୁ ବିଶ୍ୱସ୍ଥ ସହଯୋଗୀ ଶଶୀକଳା...
ରାଜନୀତିତୈଳ ଦର ବୃଦ୍ଧି ପ୍ରତିବାଦ: ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକmahabharatanewsFebruary 23, 2021February 24, 2021 by mahabharatanewsFebruary 23, 2021February 24, 20210262 ଭୁବନେଶ୍ୱର: ଦେଶରେ ବଢି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଏହି ତୈଳ ଦର ବୃଦ୍ଧିକୁ ଆଜି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଛନ୍ତି । ଏକ ଅଭିନବ ଉପାୟରେ କଂଗ୍ରେସ ବିଧାୟକ...
ରାଜନୀତିପୁଡ଼ୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାରmahabharatanewsFebruary 22, 2021February 24, 2021 by mahabharatanewsFebruary 22, 2021February 24, 20210247 ପୁଡୁଚେରୀ: ବିଧାନସଭା ନିର୍ବାଚନ ପୂର୍ବରୁ ପୁଡ଼ୁଚେରୀରେ କଂଗ୍ରେସ ସରକାର ଭାଙ୍ଗିଲା। ଶାସକ କଂଗ୍ରେସର ୪ ବିଧାୟକ ଦେବା ପରେ ଆଜି ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଫ୍ଲୋର ଟେଷ୍ଟ କରିବା ପୂର୍ବରୁ ପରାଜୟ ସ୍ୱିକାର...