ରାଜନୀତି“ରାଜ୍ୟର ୧୪୭ ବିଧାୟକଙ୍କ ଦମ ନାହିଁ ମୋ ….”mahabharatanewsDecember 3, 2020 by mahabharatanewsDecember 3, 20200290 ଭୁବନେଶ୍ୱର/ ସୁର୍ଜିତ ଧଳ: ଆଇ ହାଭ ଦ୍ୟାଟ ପାୱାର, ଆଇ ଫିନିସ ଇୟୋର ପାୱାର (ମୋର ଏତେ କ୍ଷମତା କି ମୁଁ ତୁମ କ୍ଷମତା ଶେଷ କରିଦେବି) । ଏମିତି ଖୋଲାଖୋଲି କହୁଛନ୍ତି ରାଜ୍ୟର...
ରାଜନୀତିଖୁବ ଶୀଘ୍ର ରଜନୀକାନ୍ତ ଘୋଷଣା କରିବେ ତାଙ୍କ ଦଳmahabharatanewsDecember 3, 2020 by mahabharatanewsDecember 3, 20200303 ଚେନ୍ନାଇ: ଆସନ୍ତାବର୍ଷ ଏପ୍ରିଲ-ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା...
ରାଜନୀତିଦଳ ପ୍ରତି ବିଶ୍ୱସନୀୟତା ପ୍ରଦୀପଙ୍କ ପାଇଁ ହେଲା କାଳ mahabharatanewsNovember 30, 2020 by mahabharatanewsNovember 30, 20200404 ଭୁବନେଶ୍ୱର/ଶିଳାସ୍ମିତା ରାୟ: ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିସ୍କାର ପରେ ଦଳରେ ଲାଗିରହିଥିବା ଅଭ୍ୟନ୍ତର କନ୍ଦଳ ପଦାରେ ପଡିଛି । ଅଭ୍ୟନ୍ତରୀଣ କନ୍ଦଳ ବ୍ୟତୀତ ଦଳର ଦୁଇ ନେତା ଓ ପ୍ରଶାସକ ନବୀନ ସରକାର ହଟେଇବାକୁ...
ଓଡିଶାରାଜନୀତିମୋ ଝିଅ ଭବିଷ୍ୟତ ନଷ୍ଟକାରୀକୁ ଦଣ୍ଡ ମିଳୁmahabharatanewsNovember 30, 2020 by mahabharatanewsNovember 30, 20200301 ଭୁବନେଶ୍ୱର/ ଶିଳାସ୍ମିତା ରାୟ: କନ୍ୟାଦାନ ବଡ ପୁଣ୍ୟ । ବବିଙ୍କୁ ତ ସେ ସୁଯୋଗ ମିଳି ନାହ । କିନ୍ତୁ ବବି ମୋତେ ସେହି ପୁଣ୍ୟରୁ ବଞ୍ଚିତ କଲେ । ତାର ଫଳ ତାଙ୍କୁ...
ରାଜନୀତିପ୍ୟାରୀଙ୍କ ସ୍ଥାନ ନେଇଛନ୍ତି ପାଣ୍ଡିଆନmahabharatanewsNovember 30, 2020 by mahabharatanewsNovember 30, 20200316 ଭୁବନେଶ୍ୱର/ଶିଳାସ୍ମିତା ରାୟ: ଗତକାଲି ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ ହେବା ପରେ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡିର କେଳେଙ୍କାରୀ ପଦାରେ ପଡିଛି । କରୋନା କଟକଣା ମଧ୍ୟରେ...
ରାଜନୀତିସାଂସଦ ଅହମଦ ପଟେଲଙ୍କ ପରଲୋକmahabharatanewsNovember 25, 2020 by mahabharatanewsNovember 25, 20200252 ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ଆଜି ଭୋର ସମୟରେ କରୋନାରେ ପରଲୋକ ହୋଇଛି। କରୋନା ପୀଡିତ ହେବା ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ...
ଓଡିଶାରାଜନୀତିସମୟର ଆହ୍ୱାନ: ମୁଁ ଛାଡି ଆମେକୁ ଆପଣାଉ ରାଜ୍ୟ ବିଜେପିmahabharatanewsNovember 25, 2020November 25, 2020 by mahabharatanewsNovember 25, 2020November 25, 20200331 ଭୁବନେଶ୍ୱର/ଶିଳାସ୍ମିତା ରାୟ: ଡିସେମ୍ବର ଶେଷ ବା ଜାନୁଆରୀ ପ୍ରଥମାର୍ଦ୍ଧରେ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସୁଛନ୍ତି ଓଡିଶା । ଦିନ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଆସିବା ନିଶ୍ଚିତ । ୨୦୨୪ ପାଇଁ ଦଳକୁ...
ରାଜନୀତିପ୍ରତାପ ସରନ।ଏକଙ୍କ ଘର ଓ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉmahabharatanewsNovember 24, 2020 by mahabharatanewsNovember 24, 20200266 ମୁମ୍ବାଇ: ଶିବସେନା ବିଧାୟକ ପ୍ରତାପ ସରନ।ଏକଙ୍କ ଘର ଓ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢାଉ । ଗୋଟିଏ ମନିଲଣ୍ଡରିଂ ମାମଲାରେ ଆଜି ସକାଳୁ ସକାଳୁ ଇଡିର ଦୁଇଟି ଟିମ ସରନାଏକଙ୍କ ବାସଭବନ ଓ ଅଫିସରେ...
ରାଜନୀତିଦୁଇ ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ mahabharatanewsNovember 18, 2020 by mahabharatanewsNovember 18, 20200252 ଭୁବନେଶ୍ୱର: ଆଜି ବିଧାନସଭାରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦରରୁ ନବନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥପାଠ କରିଛନ୍ତି। ଉଭୟଙ୍କୁ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ପଦ ଓ ଗୋପନିୟତାର...
ରାଜନୀତିଗୃହ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ନୀତିଶଙ୍କ ପାଖରେmahabharatanewsNovember 17, 2020 by mahabharatanewsNovember 17, 20200252 ପାଟନା: ଗତକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାରଙ୍କ ଶପଥ ଗ୍ରହଣ ପରେ ଆଜି ବିଭାଗ ବଣ୍ଟନ ହୋଇଛି। ଗୃହ, ସାଧାରଣ ପ୍ରଶାସନ, ଭିଜିଲାନ୍ସକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପାଖରେ ରଖିଛନ୍ତି ।...