ରାଜନୀତିରାମ ମନ୍ଦିର ଭୂମି ପୂଜା ଉତ୍ସବରେ ଯୋଗ ଦେବେନି ଉମା ଭାରତୀmahabharatanewsAugust 3, 2020 by mahabharatanewsAugust 3, 20200248 (ନୂଆଦିଲ୍ଳୀ): ଆସନ୍ତା ୫ ତାରିଖରେ ଅଯୋଧ୍ୟା ଠାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମ ସମାପ୍ତ...
ରାଜନୀତି ନୋଟିସ ଉପରେ ରହିତାଦେଶ ଜାରିକଲେ ହାଇକୋର୍ଟmahabharatanewsJuly 24, 2020 by mahabharatanewsJuly 24, 20200259 ଜୟପୁର/ ଶିଳାସ୍ମିତା: ଆଜି ରାଜସ୍ଥାନ ହାଇକୋର୍ଟଙ୍କ ରାୟ ବାଚସ୍ପତିଙ୍କ ନୋଟିସ ଉପରେ ରହିତାଦେଶ ଜାରି କରି ବାଚସ୍ପତି ସି.ପି. ଯୋଶୀଙ୍କୁ ପୁଣି ଏକ ଝଟ୍କା ଦେଇଛି। ଫଳରେ ରାଜସ୍ଥାନ କଂଗ୍ରେସ ବିଦ୍ରୋହୀ ନେତା ସଚିନ...
ରାଜନୀତିଦେଶରେ ୪୫ ଆସନରେ ହେବ ଉପନିର୍ବାଚନmahabharatanewsJuly 23, 2020 by mahabharatanewsJuly 23, 20200438 ନୂଆଦିଲ୍ଲୀ/ମୃତ୍ୟୁଞ୍ଜୟ ଭୋଇ: ଦେଶର ୮ଟି ରାଜ୍ୟରେ ୪୫ଟି ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ଶେଷ ସପ୍ତାହରେ ଉପନିବର୍ବାଚନ ହୋଇପାରେ । ଓଡ଼ିଶାର ଦୁଇଟି ଆସନ ମଧ୍ୟ ଏଥିରେ ସାମିଲ ଅଛି । ବାଲେଶ୍ବର ସଦର...
ରାଜନୀତିକୋଭିଡ ନିୟମକୁ ସାଂସଦ ମାନିଲେନିmahabharatanewsJuly 22, 2020 by mahabharatanewsJuly 22, 20200288 ଭୁବନେଶ୍ୱର/ ଶିଳାସ୍ମିତା ରାୟ: ଆଜି ରାଜ୍ୟସଭା ସଦସ୍ୟ ଭାବେ ୨୦ ରାଜ୍ୟର ୬୧ ନବନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୪୩ ଜଣ ଶପଥପାଠ କରିଛନ୍ତି । କରୋନା କଟକଣା ପାଇଁ ଶପଥ ପାଠ ସମାରୋହରେ ବିଳମ୍ବ...
ରାଜନୀତିସମାଜସେବୀ ରଞ୍ଜନ ସାହୁ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷmahabharatanewsJuly 22, 2020 by mahabharatanewsJuly 22, 20200251 (ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ତ୍ରିରଙ୍ଗା ସେବା ସଂଘର ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।...
ରାଜନୀତିଜୁଲାଇ ୨୨ରେ ଶପଥ ନେବେ ନବନିର୍ବାଚିତ ସାଂସଦmahabharatanewsJuly 18, 2020 by mahabharatanewsJuly 18, 20200407 ନୂଆଦିଲ୍ଲୀ: ପ୍ରାୟ ସାଢେ ତିନି ମାସର ଅନିଶ୍ଚିତତା ପରେ ରାଜ୍ୟସଭାକୁ ନବନିର୍ବାଚିତ ହୋଇ ଯାଇଥିବା ୬୧ ଜଣ ଆସନ୍ତା ଜୁଲାଇ ୨୨ରେ ସାଂସଦ ଭାବେ ଶପଥ ପାଠ କରିବେ । ଏହି ୬୧ ନବନିର୍ବାଚିତଙ୍କ...
ରାଜନୀତି୨ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସmahabharatanewsJuly 17, 2020 by mahabharatanewsJuly 17, 20200233 ଜୟପୁର: ରାଜସ୍ଥାନ ରାଜନୀତି ଆହୁରି ଗୋଳିଆ ହେବାରେ ଲାଗିଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଜେପିରେ ମିଶିବାକୁ ନେଇ ବାରମ୍ବାର ମନା କରୁଥିଲେ ମଧ୍ୟ ବାଚସ୍ପତିଙ୍କ ନୋଟିସକୁ ନେଇ ହାଇକୋର୍ଟର ଦ୍ୱାରସ୍ଥା ହୋଇଥିଲେ...
ରାଜନୀତିସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତmahabharatanewsJuly 16, 2020 by mahabharatanewsJuly 16, 20200288 (କୁଜଙ୍ଗ/ମହାଭାରତ): ଓଡ଼ିଶାର ଲୋକପ୍ରିୟ ରାଜନେତା ତଥା ପୂର୍ବତନ ତିର୍ତ୍ତୋଳ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କର ଏକାଦଶାହ ଉପଲକ୍ଷେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ଏକ ସ୍ମୃତି ସଭା ଗୁରୁବାର...
ରାଜନୀତି୩୬ ବିଜେଡି ନେତାଙ୍କୁ ନୂଆ ଦାୟୀତ୍ୱmahabharatanewsJuly 16, 2020 by mahabharatanewsJuly 16, 20200263 (ମହାଭାରତ/ଭୁବନେଶ୍ୱର): ବିଜୁ ଜନତା ଦଳର ୩୬ ଜଣ ନେତାଙ୍କୁ ନୂଆ ଦାୟୀତ୍ୱ ଦିଆଯାଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକ...
ରାଜନୀତିଏଥର ମନ୍ତ୍ରୀ ପଦ ଦୌଡରେ ରୋହିତ !mahabharatanewsJuly 15, 2020 by mahabharatanewsJuly 15, 20200364 (ମହାଭାରତ/ଭୁବନେଶ୍ୱର): ବିଜେଡିର ରାଇରାଖୋଲ ବିଧାୟକ ରୋହିତ ପୁଜାରୀ ଦଳର ଜଣେ ଆଗ ଧାଡିର ନେତା । ଗତ ସାଧାରଣ ନିର୍ବାଚନରେ ସେ ସମ୍ବଲପୁର ଜିଲ୍ଲା ରାଇରାଖୋଲ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ।...