ଖେଳଭୁତ ରୋକିଦେଲା ମ୍ୟାଚmahabharatanewsJuly 26, 2021 by mahabharatanewsJuly 26, 20210248 (ନୂଆଦିଲ୍ଲୀ) ; ଭୂତ ରୋକିଦେଲା ଆନ୍ତର୍ଜାତୀୟ ମ୍ୟାଚ । କଥାଟା ଅବିଶ୍ୱସନିୟ ଲାଗୁଥିଲେ ବି କଥାଟା ସତ । ସାଧାରଣତଃ କୌଣସି କାରଣରୁ କ୍ରିକେଟ ମ୍ୟାଚ୍ ବିଭିନ୍ନ କାରଣରୁ ରୋକି ଦିଆଯାଏ । କିନ୍ତୁ...
ଖେଳଭାରତର ପ୍ରମୁଖ ଦାବିଦାର ଦୀପିକାmahabharatanewsJuly 23, 2021 by mahabharatanewsJuly 23, 20210184 ଟୋକିଓ(ମହାଭାରତ): ବାଜିଲା ଯୁଦ୍ଧର ବିଗୁଲ । ଟୋକିଓରେ ବିଶ୍ୱ ଅଲିମ୍ପିକ୍ସ କ୍ରୀଡାର ଶୁଭାରମ୍ଭ ମାତ୍ର କିଛି ସମୟ ମଧ୍ୟରେ ହେବାକୁ ଯାଉଛି । ଅଲିମ୍ପିକ୍ସରେ ପ୍ରଥମ ଦିନରେ ହିଁ ଭାରତର ଖେଳାଳୀମାନଙ୍କୁ ନିଜ ଜଲୱା...
ଖେଳକଳାକୃତିରେ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛାmahabharatanewsJuly 23, 2021 by mahabharatanewsJuly 23, 20210247 ପୁରୀ (ମହାଭାରତ): ଟୋକିଓରେ ଆରମ୍ଭ ହୋଇଯାଇଛି ୩୨ତମ ଅଲିମ୍ପିକ୍ସ । ୨୦୨୧ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତାକୁ ନେଇ ଓଡିଶାର ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ନିଆରା...
ଖେଳଷ୍ଟାଡିୟମ ଭିତରେ ପଶିଲା ଭାଲୁmahabharatanewsJuly 22, 2021 by mahabharatanewsJuly 22, 20210204 ଟୋକିଓ(ମହାଭାରତ): ଆଉ ମାତ୍ର କିଛିଟା ଘଣ୍ଟାର ଅପେକ୍ଷା । କିଛି ସମୟ ପରେ ବାଜିବ ଟୋକିଓ ଅଲିମ୍ପିକର ବିଗୁଲ । ତେବେ ଅଲିମ୍ପିକର ମାତ୍ର କିଛି ସମୟ ପୂର୍ବରୁ ଏକ ମଜାକିଆ ଖବର ସାମନାକୁ...
ଖେଳଭାରତୀୟ ଟିମକୁ ପୁଣି ଏକ ବଡ ଝଟକାmahabharatanewsJuly 22, 2021 by mahabharatanewsJuly 22, 20210215 ନୂଆଦିଲ୍ଲୀ(ମହାଭାରତ): ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଆଉ ଏକ ବଡ ଝଟକା । ଇଂଲଣ୍ଡ ଗସ୍ତରେ ଯାଇଥିବା ଖେଳାଳୀମାନଙ୍କ ମଧ୍ୟରୁ ଆଉ ଜଣେ ଖେଳାଳୀ ଫେରିଛନ୍ତି ସ୍ୱଦେଶ । ତେଣୁ ଇଂଲଣ୍ଡ...
ଖେଳରେସଲର ସୁଶିଲ କୁମାରଙ୍କ ଜେଲ ମିଆଦ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧିmahabharatanewsJune 11, 2021 by mahabharatanewsJune 11, 20210279 ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ରେସଲର ସୁଶୀଲ କୁମାରଙ୍କ ନ୍ୟାୟିକ ହିରାସତ ମିଆଦକୁ ଜୁନ ୨୫ ତାରିଖ ପର୍ଯ୍ୟନ୍ତଙ୍କ ବଢାଇ ଦେଇଛନ୍ତି । ତାଙ୍କୁ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ କନିଷ୍ଠ ଜାତୀୟ ରେସଲର ଚାମ୍ପିୟନ ସାଗର...
ଖେଳ୬-୧ ଗୋଲରେ ଓଡିଶା ପୁଲିସକୁ ପରାସ୍ତ କଲା ଓଡିଶା କ୍ରୀଡା ଛାତ୍ରାବାସmahabharatanewsMarch 1, 2021 by mahabharatanewsMarch 1, 20210307 ଭୁବନେଶ୍ବର : ଓଡ଼ିଶା ମହିଳା ଲିଗ୍ (ଓଡବ୍ଲ୍ୟୁଏଲ୍) ଫୁଟ୍ବଲ୍ ପ୍ରତିଯୋଗିତା ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ଫୁଟବଲ...
ଖେଳ ଦ୍ୱିତୀୟ ଦିନରେ ଇଂଲଣ୍ଡର ଖାତାରେ ୫୫୫ ରନmahabharatanewsFebruary 6, 2021 by mahabharatanewsFebruary 6, 20210381 ଚେନ୍ନାଇ: ସ୍ଥାନୀୟ ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଭାରତ – ଇଂଲଣ୍ଡ ମଧ୍ୟରେ ଚାଲିଛି କ୍ରିକେଟ ଟେଷ୍ଟ ମ୍ୟାଚ । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳର ସ୍ଥିତି ମଜଭୁତ ରହିଛି। ଅଧିନାୟକ ଜୋ ରୁଟ୍ ଦ୍ବିଶତକ...
ଖେଳ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସୁନ୍ଦରଗଡର ଯୁବକmahabharatanewsFebruary 1, 2021 by mahabharatanewsFebruary 1, 20210391 ସୁନ୍ଦରଗଡ: ସୁନ୍ଦରଗଡର ଯୁବକ ସମ୍ମାନଜନକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ୩୦ ସେକେଣ୍ଡରେ ୪୦ ଥର ପୁସଅପ ପାଇଁ ସେ ଏହି ରେକର୍ଡର ହକଦାର ହୋଇଛନ୍ତି । ଇଣ୍ଡିଆ ବୁକ...
ଖେଳସୌରଭ ହସ୍ପିଟାଲରୁ ଡିସଚାର୍ଜmahabharatanewsJanuary 7, 2021 by mahabharatanewsJanuary 7, 20210391 କୋଲକାତା: ପୂର୍ବତନ କ୍ରିକେଟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ଘରକୁ ଫେରିଲେ । ଶନିବାରଠାରୁ ସେ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ହୃଦଘାତ ପରେ ଚିକିତ୍ସିତ ହୋଇଆସୁଥିଲେ । ଗାଙ୍ଗୁଲିଙ୍କ...