ଖେଳବିଖ୍ୟାତ ତାମିଲ କ୍ରିକେଟ କମେଣ୍ଟେଟର ଅବଦୁଲ ଜବାରଙ୍କ ପରଲୋକmahabharatanewsDecember 22, 2020 by mahabharatanewsDecember 22, 20200380 (ଚେନ୍ନାଇ): ୮୦ ଓ ନବେ ଦଶକରେ ଭାରତ ଓ ଶ୍ରୀଲଙ୍କାରେ ଲୋକପ୍ରିୟତା ହାସଲ କରିଥିବା ତାମିଲ କ୍ରିକେଟ କମେଣ୍ଟେଟରଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା ।...
ଖେଳଆଡିଲେଡ ଟେଷ୍ଟରେ ଭାରତର ଲଜ୍ଜାଜନକ ବ୍ୟାଟିଂ, ୩୬ରେ ଅଲଆଉଟmahabharatanewsDecember 19, 2020 by mahabharatanewsDecember 19, 20200326 (ଆଡିଲେଡ): ଆଡିଲେଡରେ ଚାଲିଥିବା ଭରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ଦଳ ଫେଲ ମାରିବା ପରେ ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆର ବ୍ୟାଟିଂ...
ଖେଳସନରାଇଜର୍ସ ହାଇଦ୍ରାବଦରେ ଭୁବନେଶ୍ୱରଙ୍କ ସ୍ଥାନ ନେଲେ ପୃଥ୍ୱୀରାଜ ୟାରାmahabharatanewsOctober 7, 2020 by mahabharatanewsOctober 7, 20200382 ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅନ୍ୟତମ ଦଳ ସନରାଇଜର୍ସ ହାଇଦ୍ରାବଦ ଦଳରେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ ବାଦ ଦିଆଯାଇଛି । ଭୁବନେଶ୍ବର ଆଘାତପାଇବା ପରେ ତାଙ୍କୁ ଚଳିତ ଆଇପିଏଲରୁ ବାଦ ଦିଆଯାଇଛି...
ଖେଳ ଆଫଗାନିସ୍ତାନ କ୍ରିକେଟର ନଜିବୁଲ୍ଲାଙ୍କ ମୃତ୍ୟୁmahabharatanewsOctober 6, 2020 by mahabharatanewsOctober 6, 20200467 ନୂଆଦିଲ୍ଲୀ: ମଙ୍ଗଳବାର ଆଫଗାନିସ୍ତାନର ଓପନର୍ କ୍ରିକେଟ ତାରକା ନଜିବୁଲ୍ଲା ତାରକାଇଙ୍କ ୨୯ ବର୍ଷରେ ଦେହାନ୍ତ ହୋଇଛି । କିଛି ଦିନ ତଳେ ସେ କାର ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ।...
ଖେଳଆଇପିଏଲ୍ ପାଇଁ ସଜେଇ ହୋଇଛି ୟୁଏଇ, ଆଉ ମାତ୍ର ୩ ଦିନ ବାକିmahabharatanewsSeptember 16, 2020 by mahabharatanewsSeptember 16, 20200420 (ନୂଆଦିଲ୍ଲୀ): ଆଇପିଏଲକୁ ଆଉ ମାତ୍ର ବାକି ରହିଲା ୩ ଦିନ । ସେଥିପାଇଁ ଆଲୋକ ମାଳାରେ ସଜେଇ ହେଉଛି ୟୁଏଇ । ରଙ୍ଗୀନ ଲାଇଟରେ ଝଲସୁଛି ଆବୁଧାବି ଓ ଦୁବାଇ ଷ୍ଟାଡିୟମ । ଚଳିତ...
ଖେଳ କଳିଙ୍ଗ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସିmahabharatanewsSeptember 16, 2020 by mahabharatanewsSeptember 16, 20200326 ଭୁବନେଶ୍ୱର: ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଅଧିନସ୍ଥ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସିରେ ଭୁବନେଶ୍ବର ସ୍ଥାନ ପାଇଛି। ଫଳରେ ଭୁବନେଶ୍ବରରେ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରଶିକ୍ଷଣ କ୍ଷେତ୍ରରେ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି।...
ଖେଳଚଳିତ ଆଇପିଏଲରେ ବିଶାଳ ରେର୍କଡ କରିବାକୂ ଯାଉଛନ୍ତି ଗେଲ୍ !mahabharatanewsSeptember 10, 2020 by mahabharatanewsSeptember 10, 20200301 (ନୂଆଦିଲ୍ଲୀ): ଓ୍ବେଷ୍ଟଇଣ୍ଡିଜ୍ ପ୍ଲେୟର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଟି-ଟ୍ୱେଣ୍ଟି ମ୍ୟାଚରେ ଏକ ରେକର୍ଡଧାରୀ ହେବାକୁ ଯାଉଛନ୍ତି । ତେବେ ଏଥର ଅନୁଷ୍ଠିତ ହେଉଥିବା ଆଇପିଏଲ ମ୍ୟାଚରେ ସେ ସବୁଠାରୁ ଅଧିକ ଛକା...
ଖେଳ‘ପବଜି’ ପରେ ଆସିଲା ‘ଫୌଜି’mahabharatanewsSeptember 4, 2020 by mahabharatanewsSeptember 4, 20200343 (ମୁମ୍ବାଇ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଆନ୍ଦୋଳନକୁ ସମର୍ଥ କରି ଶୁକ୍ରବାର ଖିଲାଡି ଅକ୍ଷୟ କୁମାର ମଲ୍ଟିପ୍ଲେୟାର୍ ଗେମ୍ ‘ଫୌଜି’ ନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଅକ୍ଷୟ ଏହି ଆକ୍ସନ୍-ମଲ୍ଟିପ୍ଲେୟାର୍...
ଓଡିଶାଖେଳଦୂତି ପ୍ରେମିକାଙ୍କୁ ସଫଳତାର ଶ୍ରେୟ ଦେବା ପରେ ସରସ୍ୱତୀଙ୍କ ପ୍ରଶ୍ନmahabharatanewsJune 20, 2020June 20, 2020 by mahabharatanewsJune 20, 2020June 20, 20200315 ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅନ୍ତରାଷ୍ଟ୍ରୀୟ ଆଥଲେଟ ଦୂତି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଦୂତି କହିଲେ ତାଙ୍କ ପ୍ରେମିକା ତାଙ୍କ ଜୀବନରେ ଆସିବା ପରେ ତାଙ୍କର ବହୁ ଉନ୍ନତି ହୋଇଛି...
ଖେଳ୧୦୦ ବର୍ଷରେ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକmahabharatanewsJune 13, 2020 by mahabharatanewsJune 13, 20200312 ମୁମ୍ବାଇ: ଦେଶର ବୟୋଜ୍ୟଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ଭୋର ସମୟରେ ମୁମ୍ବଇର ବାଲକେଶ୍ଵରସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।...