କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାକ୍ ସେନାରେ ବିଦ୍ରୋହ
(ମହାଭାରତ/ଇସଲାମାବାଦ): ପାକିସ୍ତାନ ସେନାମୁଖ୍ୟ କ୍ୱାମାର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାକ୍ ସୈନ୍ୟବାହିନୀରେ ବିଦ୍ରୋହ ଦେଖାଦେଇଛି । ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସେନାର ସମସ୍ତ ୭ ଜଣ ଲେଫ୍ଟନାଣ୍ଟ ଜେନେରାଲ ବିରୋଧ କରିଛନ୍ତି...
