Category : Uncategorized

Uncategorized

ଆପ୍ ରେ ଯୋଗ ଦେବେ ଜେଡିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

mahabharatanews
(ପାଟନା): ନାଗରିକତା ସଂଶୋଧନ ବିଲ୍କୁ ନେଇ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଦଳ ଛାଡିପାରନ୍ତି । ଦଳ ଛାଡିବା ପରେ ସେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟୀ (ଆପ) ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ...
Uncategorized

ନେପାଳରେ ବୋମା ବିସ୍ଫୋରଣ

mahabharatanews
(ମହାଭାରତ)ନେପାଳ: ନେପାଳରେ ଶୁକ୍ରବାର ରାତିରେ ଜୋରଦାର ବୋମା ବିସ୍ଫୋରଣ ଘଟିଛି । ଦକ୍ଷିଣ ନେପାଳର ଧନୁଷ ଜିଲ୍ଲାରେ ବୋମା ବିସ୍ଫୋରଣ ଯୋଗୁଁ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ...
Uncategorized

ନିର୍ମାଣ ହେବ ପାରିକରଙ୍କ ଜୀବନୀକୁ ନେଇ ଫିଲ୍ମ

mahabharatanews
(ମୁମ୍ବାଇ): ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ । ଏଥିପାଇଁ ପାରିକରଙ୍କ ପୁଅ ଉତ୍ପଳ ପାରିକର ମଞ୍ଜୁରୀ ଦେବା ସହ ଏକ ଚୁକ୍ତିନାମା...
Uncategorized

ସେନା ଗୁଳିରେ ଜଣେ ପାକ୍ ଅନୁପ୍ରବେଶକାରୀ ନିହତ

mahabharatanews
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ସେନାର ଜବାବରେ ଜଣେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିବା ସୂଚନା ରହିଛି ।...
Uncategorized

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

mahabharatanews
ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ ନାଗରିକତା ସଂଶୋଧନ ବିଲ-୨୦୧୯କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଂଜୁରୀ ମିଳି ଯାଇଛି । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ବହୁ ପ୍ରତିକ୍ଷିତ ଏହି ବିଲ ଅ।ଇନରେ ପରିଣତ ହୋଇଯାଇଛି ।...
Uncategorizedଅପରାଧ

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews
ନୂଅ।ଦିଲ୍ଲୀ: ୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଚଳନ୍ତା ବସରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ହୋଇଥିବା ଅ ।ବେଦନର ଶୁଣାଣିକୁ ଦିଲ୍ଲୀ ପଟିଅ ।ଲା ହାଉସ୍...
Uncategorized

ସାବରୀମାଲା ମାମଲା: ସାମ୍ବିଧାନିକ ପୀଠ ଏହାର ଶୁଣାଣି କରିବ

mahabharatanews
ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ କୋର୍ଟରେ ସାବରୀମାଲା ମନ୍ଦିର ମାମଲାରେ ଶୁଣାଣି ହୋଇଛି । ଏହି ପ୍ରସଙ୍ଗରେ ପୁନର୍ବି·ର ଯାଚିକା ଉପରେ ଖୁବଶୀଘ୍ର ଏକ ବଡ଼ ସାମ୍ବିଧାନିକ ପୀଠ ଗଠନ କରାଯିବ ଓ ସେହି ପୀଠ...
Uncategorized

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ

mahabharatanews
ବର୍ଲିନ: ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି କେନ୍ଦ୍ରା ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ଦେଶର ଅ ।ର୍ଥିକ ସ୍ଥିତିରେ ସୁଧାର ଅ ।ଣିବା ପାଇଁ ସୀତାରମଣଙ୍କ ବିଭିନ୍ନ ପ୍ରଚେଷ୍ଟା...
Uncategorized

ଆସାମ ବିରୋଧକାରୀଙ୍କ ଟ୍ରେନରେ ନିଆଁ ଲଗାଇବା ଉଦ୍ୟମ ସେନା ଦ୍ୱାରା ପଣ୍ଡ

mahabharatanews
ଗୌହାଟୀ: ନାଗରିକତା ସଂଶୋଧନ ବିଲ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହେବା ପରେ ଆସାମରେ ଦେଖା ଦେଇଛି ଅସ୍ଥିରତା । ସେଠାକାର ଲୋକକେ ଆକ୍ରାମଣାତ୍ମକ ହୋଇପଡିଛନ୍ତି । ଆଜି ଏକ ଟ୍ରେନରେ ନିଆଁ...
Uncategorized

ନାଗରିକତା ସଂଶୋଧନ ବିଲକୁ ନେଇ ଜାତିସଂଘର ସତର୍କତାପୂର୍ଣ୍ଣ ପ୍ରତିକ୍ରିୟା

mahabharatanews
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ ଉଭୟ ଗୃହରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ମଂଜୁରୀ ଲାଭ କରିଛି । କିନ୍ତୁ ଏହି ବିଲକୁ ନେଇ ଦେଶର ଉତ୍ତର-ପୂର୍ବାଞ୍ଚଳରେ ହିଂସା ଅବ୍ୟାହତ ରହିଛି । ଅନ୍ୟପକ୍ଷରେ ଏହି...