ଓଡିଶା

କାର୍ଯ୍ୟାଳୟ ଉଦ୍ଘାଟନ କଲେ କେନ୍ଦ୍ରାପଡ଼ା ଚେୟାରମ୍ୟାନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୌରପାଳିକା ୨୧ନମ୍ବର ୱାର୍ଡ ଗୋଲଡେନଭୀଲ୍ଲା ଠାରେ କେନ୍ଦ୍ରାପଡ଼ା ପୌରପରିଷଦ କାର୍ଯ୍ୟାଳୟ ଉଦ୍ଘାଟନ କଲେ କେନ୍ଦ୍ରାପଡ଼ା ଚେୟାରମ୍ୟାନ ସରିତା ସାହୁ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ୨୧ନମ୍ବର ୱାର୍ଡ କାଉନସିଲର ପ୍ରଭାଶିଷ ପଣ୍ଡା, ୧୭ନମ୍ବର ୱାର୍ଡ କାଉନସିଲ ସ୍ୱାଧୀନ ନାୟକ, ୫ନମ୍ବର ୱାର୍ଡ କାଉନସିଲ ନିରାକାର ସ୍ୱାଇଁ, ବୁବୁ ସାମନ୍ତରାୟ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ମହେଶ ପାଢ଼ୀ, ଦେବାଶିଷ ସ୍ୱାଇଁ,ୱାର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱଛସାଥି ସୁପର ଭାଇଜର ଏବଂ ମିଶନ ଶକ୍ତି ସଦସ୍ୟ ମାନେ ଉପସ୍ଥିତ ଥିଲେ । ଲୋକଙ୍କ ସମସ୍ୟା ପାଇଁ ପ୍ରତ୍ୟେକ ୱାର୍ଡରେ କାର୍ଯ୍ୟାଳୟ କରାଯିବା ସହିତ ଲୋକଙ୍କ ସମସ୍ୟା ଶୁଣାଣି କରାଯିବ ।

Related posts

କମିଲା ସୁନା ଦର

mahabharatanews

ହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା

mahabharatanews

ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡର ବେଣୁ ଗୋପାଳ ଭୂପତିଙ୍କ ଅପିଲ

mahabharatanews