ଓଡିଶା

ହେଙ୍ଗୁଳା ଯାତ୍ରା ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

ବ୍ରହ୍ମଗିରି / ସୁଜିତ ସାହୁ: ଆଜି ବ୍ରହ୍ମଗିରିର ଅଧିଷ୍ଠାତ୍ରୀ ଦେବି ମାଁ ହେଙ୍ଗୁଳାଙ୍କ ଫିଠରେ ଆୟୋଜିତ ହୋଇଛି ହେଙ୍ଗୁଳା ଯାତ୍ରା ଓ ବିଶ୍ୱଶାନ୍ତି ମହାଯଜ୍ଞ, ଏଥିପାଇ, ଚଳଚଞ୍ଚଳ ହୋଇଉଠିଛି ଶ୍ରୀକରପୁର ସ୍ଥିତ ମାଁ ହେଙ୍ଗୁଳାଙ୍କ ପିଠ। ଶହଶ୍ରାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଅଗ୍ନୀ ସ୍ବରୁପା ମାଁ ହେଙ୍ଗଳା ଦେଉଛନ୍ତି ଦର୍ଶନ । ହୁଳହୁଳି ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ପୁରା ପରିବେଷ। ଜଗତଜନନୀ ମାଁ ହେଙ୍ଗୁଳାଙ୍କ ୫ଦିନ ଧରି ଚାଲିଥିବା ଏହି ଦୁର୍ଲଭ ହେଙ୍ଗୁଳା ଯାତ୍ରା ପାଇଁ ଦୁରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମୀଳିଛି।

Related posts

କୃଷି ଋଣ ଠକେଇ: ୫୦ରୁ ଉର୍ଦ୍ଧ୍ୱ ଅ।ଦିବାସୀ ରାଇରଙ୍ଗପୁର ଟାଉନଥାନା ଦ୍ୱାରସ୍ଥ

mahabharatanews

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews

ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ-୧୯ ଆମ୍ବୁଲାନ୍ସରେ ପରିଣତ

mahabharatanews