ଓଡିଶା

ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା

ଭୁବନେଶ୍ୱେର -ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି । ଗତ ୧୫ ତାରିଖରେ କ୍ୟାବିନେଟ୍‌ ବୈଠକ ବସି ୯ଟି ପ୍ରସ୍ତାବ ପାରିତ ହୋଇଥିଲା । ପୁଣି ସପ୍ତାହ ବ୍ୟବଧାନରେ କ୍ୟାବିନେଟ୍‌ ଡକାଯାଇଥିବାରୁ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

Related posts

୨୧ରେ କଂଗ୍ରେସର ମହିଳା ସମାବେଶ

mahabharatanews

୧୮ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews

ସାଂସଦ ଓ ବିଧାୟକଙ୍କ କେନ୍ଦୁଗୁଡା ଗ୍ରାମଗସ୍ତ,ମୃତ ପରିବାରଙ୍କୁ ଭେଟି ପରିସ୍ଥିତି ଅନୁଧ୍ୟାନ କଲେ

mahabharatanews