(ମୁମ୍ବାଇ) : ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ତଦନ୍ତକାରୀ ସଂସ୍ଥା (ଇସ୍ରୋ) ଏବେ ଚନ୍ଦ୍ରଯାନ-୪ ନାମକ ପରବର୍ତ୍ତୀ ଚନ୍ଦ୍ର ମିସନ ପାଇଁ ପ୍ରସ୍ତୁତ ହୋଇସାରିଛି। ହଁ ଆଂଜ୍ଞା ଚନ୍ଦ୍ରକୁ ଏକାଥରେ ଦୁଇଟି ଯାନ ଯିବ। ଫଳରେ ନା କି କେବଳ ଯାନ କେବଳ ଚନ୍ଦ୍ରରୁ ତଥ୍ୟ ହାସଲ କରିବ, ବରଂ ଏହା ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଭାରତକୁ ପ୍ରେରଣ କରିବ।
ସୂଚନାନୁଯାୟୀ,ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କ ଉପସ୍ଥାପନା ଅନୁଯାୟୀ ଚନ୍ଦ୍ରଯାନ-୪ର ଉପାଦାନଗୁଡ଼ିକ ପାଞ୍ଚଟି ମହାକାଶଯାନ ମଡ୍ୟୁଲକୁ ନେଇ ଗଠିତ ହେବ। ସେଗୁଡ଼ିକ ହେଉଛି: ପ୍ରୋପଲିସନ୍ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ, ଆସେଣ୍ଡର ମଡ୍ୟୁଲ୍, ଟ୍ରାନ୍ସଫର୍ ମଡ୍ୟୁଲ, ର-ଏଣ୍ଟ୍ରି ମଡ୍ୟୁଲ।