ଓଡିଶାମନୋରଞ୍ଜନ

‘ପୁଷ୍ପା-୨’ ସୁଟିଂ ସେଟରେ ପହଞ୍ଚିଲେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ

(ମାଲକାନଗିରି) : ଓଡ଼ିଶାରେ ‘ପୁଷ୍ପା ଦ ରୁଲ୍‌’ ଚଳଚ୍ଚିତ୍ରର ସୁଟିଂ ପୂର୍ବରୁ ପ୍ରସ୍ତୁତି ଚାଲିଛି । ତେବେ ସୁଟିଂ ଦେଖିବା ପାଇଁ ଲୋକଙ୍କ ସମାଗମ ଲାଗିରହିଛି  । ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।   କାଲିମେଳା ବ୍ଲକ୍‌ରେ ପ୍ରବାହିତ ସିଲେରୁ ନଦୀକୂଳରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଜିଠାରୁ ସେଟ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ସୂଚନାନୁଯାୟୀ ,ସେଟ୍‌ ନିର୍ମାଣ, ପୋଷାକ ତିଆରି ଏବଂ ବୈଷୟିକ ସହାୟତା ନିମନ୍ତେ ୨ଶହ ଜଣିଆ ଟିମ୍‌ ‌ଲୋକେସନ୍‌ରେ ପହଞ୍ଚି ନିଜ ନିଜ କାମ ଆରମ୍ଭ କରିଛନ୍ତି  ଆଜି ପାର୍ଶ୍ବ କଳାକାରମାନେ ଜଙ୍ଗଲରୁ କାଟିଥିବା ଗଛକୁ ନଦୀ ପାର୍‌ କରାଇବା ଏବଂ ପୁଲିସ ତାହାକୁ ଜବତ ପାଇଁ ଚେଷ୍ଟା କରିବା ଦୃଶ୍ୟର ଅଭ୍ୟାସ କରିଥିଲେ।

Related posts

ବକେୟା ବିଦ୍ୟୁତ୍ ବିଲକୁ ନେଇ ଉପଭେ।କ୍ତା ଲହୁ ଲୁହାଣ

mahabharatanews

ଡିଏଫଓ ସଂଗ୍ରାମ ବେହେରାଙ୍କ ଲାଇ ଡିଟେକ୍ସନ ଟେଷ୍ଟ

mahabharatanews

 ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା 

mahabharatanews