Uncategorized

ଆଖି ମାଧ୍ୟମରେ ଶରୀରରେ ପ୍ରବେଶ କରୁଛି କରୋନା ଭାଇରସ୍!

(ମମତା ସାମଲ ): ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନା ଭାଇରସ୍ ବିରୋଧରେ ସଂଘର୍ଷ କରୁଛି । ପ୍ରତିଦିନ କରୋନାକୁ ନେଇ କିଛି ନୂଆ ନୂଆ ତଥ୍ୟ ସାମାନକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ହଂକଂ ବିଶ୍ୱବିଦ୍ୟାୟଳ ଦ୍ୱାରା କରୋନାକୁ ନେଇ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଭାଇରସ୍ ଆଖି ମାଧ୍ୟମରେ ମଧ୍ୟ ମଣିଷର ଶରୀର ଭିତରକୁ ପ୍ରବେଶ କରିବାରେ ଲାଗିଛି । ସାର୍ସ ଓ ବାର୍ଡ ଫ୍ଲୁ ତୁଳନାରେ କୋଭିଡ୍-୧୯ ନାକ ଓ ଆଖିରେ ୧୦୦ ଗୁଣା ଅଧିକ ତୀବ୍ରରେ ପ୍ରବେଶ କରୁଛି । ଡାକ୍ତର ମାଇକେଲ ଚାନଙ୍କ ଟିମ୍ ଦ୍ୱାରା କରୋନା ଭାଇରସ୍ ଉପରେ କରାଯାଇଥିବା ଏକ ଅଧ୍ୟୟନରେ ଏହାର ପ୍ରମାଣ ମିଳିଛି । ଏଥିପାଇଁ ଲୋକଙ୍କ ବାରମ୍ବାର ଆଖି ନଛୁଇଁବାକୁ ପରାମର୍ଶ ଦିଆଯାଉଛି ।

Related posts

ଏମ୍ସ ଓପିଡି ଅସ୍ଥାୟୀ ବନ୍ଦ

mahabharatanews

ଦେଶରେ କରୋନାରେ ୩୦୨୯ ଜଣଙ୍କ ମୃତ୍ୟୁ

mahabharatanews

ସିଏଏ ବିରୋଧୀ ବିଜ୍ଞାପନ ହଟାଇବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews