ଭାରତ

୨୪ ଘଣ୍ଟାରେ ଦେଶରୁ ୨,୯୬୧ ସଂକ୍ରମିତ ଚିହ୍ନଟ

(ଦିଲ୍ଲୀ) : ଦେଶରେ ଲଗାତାର ଭାବେ ଘନେଇବାରେ ଲାଗିଲାନି କରୋନା ସଂକ୍ରମଣ ।  ଆଜି ଦେଶରୁ  ୨୪ ଘଣ୍ଟାରେ ୨,୯୬୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୦୦ ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଗତ ୨୪ ‌ଘଣ୍ଟାରେ ୧୭ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୬୫୯କୁ ବୃଦ୍ଧି ପାଇଛି।  ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୪,୦୫,୫୫୦। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୫% ରହିଛି।

Related posts

ମୁମ୍ବାଇରେ ୧୪୪ ଧାରା ଜାରି

mahabharatanews

 ୮ରୁ ଦିଲ୍ଲୀରେ ଅନଲାଇନ ଫୁଡ୍‌ ଡେଲିଭରି ମନା

mahabharatanews

‘ହିମାଚଳରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ‘;  ମୁଖ୍ୟମନ୍ତ୍ରୀ

mahabharatanews