ଭାରତ

ମୁମ୍ବାଇରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବୃଦ୍ଧିପାଇବାରେ ଲାଗିଛି । ଦେଶରେ ଶୁକ୍ରବାର ସୁଦ୍ଧା ୩୨ ଓମିକ୍ରାନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ମୋଟ ୧୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଛୋଟ ଝିଅ ମଧ୍ୟ ରହିଛି । ମହାରାଷ୍ଟ୍ରର ୭ ନୂଆ ମାମଲା ମଧ୍ୟରୁ ସମସ୍ତ ସଂକ୍ରମିତ ନାଇଜେରିଆ ଫେରନ୍ତା ।
ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତ ବୃଦ୍ଧି ପାଇବା ପରେ ମୁମ୍ବାଇରେ ସମସ୍ତ ରାଲି, ଶୋଭାଯାତ୍ରା ଉପରେ ୨ ଦିନ ପାଇଁ ରୋକ ଲଗାଇଛନ୍ତି ସରକାର । ଆଜି ଓ ଆସନ୍ତା କାଲି ହେବାକୁ ଥିବା ରାଲି ଉପରେ ପ୍ରତିବନ୍ଧକ ଲାଗଯାଇଛି । ସଂକ୍ରମଣ ରୋକିବାକୁ ଗହଳି ଏଡାଇବାକୁ ପଦକ୍ଷେପ ନିଆଯାଇଛି ।

Related posts

ଅଗ୍ନିବୀର ପାଇବେ ୧୦ ପ୍ରତିଶତ ସଂରକ୍ଷଣ

mahabharatanews

‘ତେଜସ’ ପରେ ଏବେ ଆଖି ବୁଜିଲା ଚିତାବାଘ ‘ସୁରଜ’

mahabharatanews

ସେପ୍ଟେମ୍ବର ୧୭ ଯାଏଁ ଖୋଲା ଅମୃତ ଉଦ୍ୟାନ

mahabharatanews