ମନୋରଞ୍ଜନ

 ‘Criminal Justice 4’ର ଟିଜର ରିଲିଜ

  (ମୁମ୍ବାଇ) :  ପଙ୍କଜ ତ୍ରିପାଠୀଙ୍କ ପ୍ରସିଦ୍ଧ ୱେବସିରିଜ୍ ‘କ୍ରିମିନାଲ ଜଷ୍ଟିସ୍’ର ଚତୁର୍ଥ ସିଜିନକୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଥିଲେ । ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇବା ପାଇଁ ନିର୍ମାତାମାନେ ‘Criminal Justice 4’ର ଟିଜର ରିଲିଜ କରିଛନ୍ତି ଏବଂ ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି ।

ସୂଚନାନୁଯାୟୀ , ଶୁକ୍ରବାର ଦିନ ଡିଜନି + ହଟଷ୍ଟାର କ୍ରାଇମ ଡ୍ରାମାରେ ପୂର୍ଣ୍ଣ ‘Criminal Justice 4’କୁ ନେଇ ନୂଆ ଅପଡେଟ୍ ସେୟାର କରିଛି । ଏହି ଅଧ୍ୟାୟର ମଧ୍ୟ ପଙ୍କଜ ତ୍ରିପାଠୀଙ୍କୁ ପୁଣି ଥରେ କ୍ରିମିନାଲ ଓକିଲ ଭୂମିକାରେ ଦେଖିବା ପାଇଁ ମିଳିବ । ‘Criminal Justice 4’ ପ୍ରୋମୋରେ ଅଭିନେତାଙ୍କୁ କୋଟ ପରିସରରେ କଳା କୋଟ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ଏହି ଭିଡିଓରେ ପଙ୍କଜ କହୁଛନ୍ତି, ଚୁପ ରୁହ କୋର୍ଟ ଜାରି ରହିଛି, ଆମେ ଶୀଘ୍ର ଆସୁଛୁ… ।

Related posts

ବାଦଶାହ ଅଭିନେତ୍ରୀ ଇଶା ରିଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି…

mahabharatanews

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୩ ବର୍ଷ ବୟସ୍କ

mahabharatanews

୧୯ରେ ରିଲିଜ ହେବ ଚଳଚ୍ଚିତ୍ର ‘ମେଁ ଅଟଳ ହୁଁ’ 

mahabharatanews