ଅପରାଧଓଡିଶା

ସାଇବର ଥାନା ପୋଲିସ ହାତରେ ସାଇବର ଠକ

ଭୁବନେଶ୍ୱର:ସାଇବର ଥାନା ପୋଲିସ ହାତରେ ସାଇବର ଠକ l 16 ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଗିରଫ କରିଛି ପୋଲିସ l ଦିଲ୍ଲୀରୁ ଏହି  ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ l ତା ନାଁ ବିକାଶ ସିଂ l ତା ଘର ୟୁପି l ଇନ୍ସୁରାନ୍ସ ନାଁରେ ସାଇବର ଠକେଇ କରୁଥିଲା ବିକାଶ l ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା .ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି  ଦିଲ୍ଲୀରୁ ବିକାଶକୁ  ଗିରଫ କରିଛି l

Related posts

ସେବାୟତଙ୍କ ପାଇଁ ବଢ଼ିଲା ସ୍ୱାସ୍ଥ୍ୟବୀମା ରାଶି

mahabharatanews

ନାବାଳିକା ସହ ଅନୈତିକ ସମ୍ପର୍କ ରଖି ଯୁବକ ଗିରଫ

mahabharatanews

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ପୋଲିସ ବାରାକ ପରିଦର୍ଶନ

mahabharatanews