ଓଡିଶା

କମିଶନରେଟପୁଲିସ୍ ଓ ରେଡ଼କ୍ରସ ପକ୍ଷରୁ ସାଇବର ସୁରକ୍ଷା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

କମିଶନରେଟପୁଲିସ୍ ଓ ରେଡ଼କ୍ରସ ପକ୍ଷରୁ ସାଇବର ସୁରକ୍ଷା ଏବଂ ରକ୍ତଦାନ ଶିବିରର କାର୍ୟ୍ୟକ୍ରମ ଘରୋଇ ଶିକ୍ଷାନୁଷ୍ଠାନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଡିସିପି ମାନସ ଗଡ଼ ନାୟକ, ଜୋନ୍ ୩ ଏସିପି ତାପସ ପ୍ରଧାନ,ଇନଫୋଭ୍ୟାଲି ଥାନା ଅଧିକାରୀ ଜ୍ଞାନନନ୍ଦ ଶାହା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ବିଷୟରେ ସଚେତନତା କରାଇଥିଲେ । ଏହି କାର୍ୟ୍ୟକ୍ରମ ରେ ୧୦୦ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ସମାଜରେ ଯୁବ ପିଢି ସଚେତନ ହେଲେ ଅତି ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି ।

Related posts

ବଢୁଛି ଶୀତ

mahabharatanews

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ

mahabharatanews

ନିର୍ଦ୍ଧୁମ ଛେଚା ଖାଇଲେ ଛେଳି ଚୋର |

mahabharatanews