ଓଡିଶା

ଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ -ଅନୁଗୁଳ ଡେଭେଲପମେଣ୍ଟ ଆସୋସିଏସନ (DADA), ହିନ୍ଦୋଳ ବ୍ଲକର ଵାଙ୍କଟିଆ ସ୍ଥିତି ଗଣେଶ୍ୱର କ୍ଲବ ଓ ସ୍ପର୍ଶ ହସ୍ପିଟାଲର ମିଳିତ ସହଯୋଗରେ ଏକ  ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ହିନ୍ଦୋଳ ଅଞ୍ଚଳର ପ୍ରାୟ ୩୦୦ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ଔଷଧ ବିତରଣ କରିବାରେ ବିଭିନ୍ନ ବିଭାଗର ଡାକ୍ତର ଓ ସହଯୋଗୀ ମାନେ ସମର୍ପିତ ଭାବେ କାର୍ଯ୍ୟ କରିଛନ୍ତି। ଏତଦ ବ୍ୟତୀତ ପରିବେଶ ସନ୍ତୁଳନ ନିମିତ୍ତ ଯୁବ ଛାତ୍ରମାନଙ୍କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ବିଶେଷ କରି ପ୍ରୋଜେକଟ ଅଂକୁର ମାଧ୍ୟମରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ସାମିଲ କରି ସେମାନଙ୍କୁ ବାଡ଼ିରେ କିମ୍ବା ଖୋଲାଥିବା ଜାଗାରେ ପିଲାର ଜନ୍ମଦିନରେ ମା ବାପା ଙ୍କର ଶରୀର ତ୍ୟାଗ ଦିବସକୁ ସ୍ମରଣ ରଖିବା ପାଇଁ ବୃକ୍ଷ ରୋପଣକୁ ଏକ ବ୍ରତ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦିଆ ଜାଇଥିଲା।

Related posts

ଟୋକନ ବ୍ୟବସ୍ଥାରେ ଅନିୟମିତତା, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

mahabharatanews

ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ଅଭିଶେକଙ୍କୁ ସୁପର ୮ ରେ ନନେଇ ପାରେ ଭାରତ ।

mahabharatanews

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

mahabharatanews