ଅପରାଧଓଡିଶା

ପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡ

ପୁରୀ ସମୁଦ୍ରକୂଳରେ ଦିନ ଦ୍ବିପହରରେ ଛୁରା ମାଡ । ତିନି ଜଣ ଅଟୋ ଚାଳକ ଗୁରୁତର । ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ପୁରୀ ସମୁଦ୍ରକୂଳ ଲାଇଟ୍ ହାଉସ୍ ଛକ ନିକଟରେ ହୋଇଛି ଏପରି ମରଣାନ୍ତକ ଆକ୍ରମଣ । ଦିନ ଦ୍ବିପହରରେ 4 ଜଣ ଦୁର୍ବୁତ୍ତ ଆସି ଲାଇଟ୍ ହାଉସ୍ ଛକ ନିକଟରେ ତିନି ଅଟୋ ଚାଳକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର କାରଣ ସ୍ପଷ୍ଟ ଜଣା ପଡି ନଥିଲେ ହେଁ ଅଟୋ ଷ୍ଟାଣ୍ଡକୁ ନେଇ ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଆହତ ମାନେ ପୁରୀ ସଦର ମୁଖ୍ୟ ଚିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଆହତ ମାନେ ହେଲେ 28 ବର୍ଷୀୟ ପ୍ରଦୀପ ବେହେରା, 28 ବର୍ଷୀୟ ଦୀପକ ପ୍ରଧାନ ଓ 45 ବର୍ଷୀୟ ରମେଶ ପ୍ରଧାନ ।

Related posts

ମଦର ଡାଏରୀ କ୍ଷୀର ମୂଲ୍ୟ ବୃଦ୍ଧି

mahabharatanews

ଉଦଳା ସହରାଞ୍ଚଳରେ ଲକଡାଉନ କଡାକଡି

mahabharatanews

କଂଗ୍ରେସ ଦଳରେ ଯୋଗଦେଲେ ବିଜେପି କର୍ମୀ

mahabharatanews