ଭାରତରାଜନୀତି

୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି

ପଞ୍ଜାବର ପୂର୍ବତମ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି ।ପଞ୍ଜାବର ୫ ଥର ମୁଖ୍ୟମନ୍ତ୍ରୀ ଥିଲେ ପ୍ରକାଶ ସିଂ ବାଦଲ । ଛାତିରେ ଯନ୍ତ୍ରଣା ହେତୁ ସପ୍ତାହେ ତଳେ ସେ ମୋହାଲିର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ।ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ଆଇସିୟୁରେ ରହିଥିଲେ। ତାଙ୍କ ମୃତ୍ୟୁ ଗତକାଲି ରାତି ୮.୨୮ରେ ହୋଇଛି ।ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିଧନରେ ନରେନ୍ଦ୍ର ମୋଦି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି ଲେଖିଛନ୍ତି ।ଳେଖିଛନ୍ତି ପ୍ରକାଶ ସିଂ ବାଦଲ ଚାଲିଯିବା ଏହା ଅତ୍ୟନ୍ତ ଦୁଖର ସମୟ । ରାଜନୀତି ସମୟରେ ସେ ଦେଶକୁ ବହୁତ କିଛି ଦେଇଛନ୍ତି ।ସେ ପଞ୍ଜାବ ପାଇଁ ବହୁତ କିଛି ଭଲକାର୍ଯ୍ୟ କରିଛନ୍ତି ଏବଂ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ପ୍ରମୁଖ ନେତା ଶୋକ ପ୍ରକାଶ କରିଛନ୍ତି ।୨ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ।ତାଙ୍କ ନିଧନରେ ସମ୍ମାନର୍ଥେ ବିଭିନ୍ନ ପ୍ରତିଷ୍ଠାନରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯିବ ।

 

Related posts

 ଶପଥ ଗ୍ରହଣ କଲେ ରେୱନ୍ତ ରେଡ୍ଡୀ

mahabharatanews

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews

 ପ୍ରାଣ ପ୍ରତିଷ୍ଠା ଦିନ ମଦ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ

mahabharatanews