ଭାରତ

ବୋହୁ ପରି ସଜେଇ ହୋଇଛି ପ୍ରଗତୀ ମୈଦାନ

(ଦିଲ୍ଲୀ) : ଆସନ୍ତା ୯ ଏବଂ ୧୦ ତାରିଖ, ଦୁଇ ଦିନ ଧରି ଭାରତର ନୂଆଦିଲ୍ଲୀ ସ୍ଥିତ ପ୍ରଗତୀ ମୈଦାନରେ ଆୟୋଜିତ ହେବାକୁ ଜି-୨୦ ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ ହସୁଛି ପ୍ରଗତୀ ମୈଦାନ । ବିଶ୍ବର ୨୦ରୁ ଅଧିକ ପ୍ରଭାବଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ ପାଇଁ ଅପେକ୍ଷା କରିଛି ଭାରତ ମଣ୍ଡପମ୍ । ରାଜଧାନୀରେ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା ।

ସୂଚନାନୁଯାୟୀ,  ଜଳ, ସ୍ଥଳ ଓ ଆକାଶ । ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର । ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍ ରେଳଷ୍ଟେସନ, ବିମାନବନ୍ଦରଓ ବସଷ୍ଟପ୍ ସହ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ପ୍ରବେଶ ପଥରେ କଡାକଡି ଯାଂଚ କରାଯାଉଛି ।  ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ ।

Related posts

ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କଲେ ବରିଷ୍ଠ ନେତା ମହମ୍ମଦ ଅଲୀ ଶବିର

mahabharatanews

ପୁଣି ମହୁଆଙ୍କୁ ଇଡ଼ିର ନୋଟିସ

mahabharatanews

ଦିଲ୍ଲୀରେ ‘ସାଂଘାତିକ’ ସ୍ଥିତି

mahabharatanews