ଓଡିଶା

ଦେବଗଡ଼ ଜିଲ୍ଲା ବାରକୋଟ ବିଦ୍ୟୁତ୍ ବିଭାଗର ମକଡ୍ରିଲ

ଦେବଗଡ଼ ଜିଲ୍ଲା ବାରକୋଟ ବିଦ୍ୟୁତ୍  ବିଭାଗ ର ମକଡ୍ରିଲ . ଆଜି ବିଦୁତ କର୍ମଚାରୀ ସୁରକ୍ଷା ନିୟମ ପାଳନ କରି ହେଲମେଟ ପିନ୍ଧିବା,  ବେଲ୍ଟ ଲଗେଇବା ଏବଂ ମୂଲ୍ୟବାନ ଜୀବନ ରକ୍ଷା ପାଇଁ ସଚେତନତା କରିବାକୁ ଦେବଗଡ ଜିଲ୍ଲା ବାରକୋଟ ବିଦ୍ୟୁତ୍ କର୍ମଚାରୀ  ସୁରକ୍ଷା ନିୟମ ପାଳନ କରି ହେଲମେଟ ପିନ୍ଧିବା,  ବେଲ୍ଟ ଲଗେଇବା ଏବଂ ମୂଲ୍ୟବାନ ଜୀବନ ରକ୍ଷା ପାଇଁ  କର୍ମ ଚାରିମାନଙ୍କୁ  ପ୍ରଶିକ୍ଷଣ ଏବଂନିବେଦନ କରାଯାଉଛି । ବିଦୂତ କର୍ମ କରିଲା ବେଳେ ଉପକରଣ ବ୍ୟବହାର  ଦୁର୍ଘଟଣାର ମୁଖ୍ୟ କାରଣ ଯାହା ଆମ ଜୀବନ ତଥା ଆମ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ,ତାହାକୁ ଏଡ଼ାଇବା ହୃଦ ଘ।ତ ରୁ କିପରି  ବଞ୍ଚାଇ ପରିବା, ପାଇଁ ଆଜି ବାରକୋଟ ବିଦ୍ୟୁତ୍ ବିଭାଗ ତରଫରୁ କର୍ମ ଚାରି ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି ।

Related posts

ହନୁମାନପୁର ଗାଁ ଅତାବିରା ଆଦିବାସୀ ବସ୍ତିରୁ ମୋଦୀ ଅନ୍ନ ଯୋଜନାର ଶୁଭାରମ୍ଭ

mahabharatanews

ଆସନ୍ତାକାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା

mahabharatanews

ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲଦଣ୍ଡ ଓ ୨୫ ହଜାର ଜରିମାନା

mahabharatanews