ଓଡିଶା

ପତିତପାବନ ଦର୍ଶନ କରି ଫେରିବା ବେଳେ ଟଳିପଡିଲେ ଭକ୍ତ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ପତିତପାବନ ଦର୍ଶନ କରି ଫେରିବା ବେଳେ ରଥଖଳା ନିକଟରେ ଟଳିପଡିଥିଲେ ୭୦ ବର୍ଷ ବୟସର ଭକ୍ତ। ସପରିବାର ସହ କଟକ ସିଡିଏ ୧୧ର  ବିଚିତ୍ରାନନ୍ଦ ବେହେରା ଆସିଥିଲେ ଜଗା ଦର୍ଶନ ପାଇଁ। ହଠାତ୍ ରଥଖଳା ନିକଟରେ ଟଳିପଡିବାରୁ ତାଙ୍କୁ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଚିକିତ୍ସା କରିବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Related posts

ରାଜ୍ୟରେ ଆଉ ୧୫ ଜୀବନ ନେଲା କରୋନା

mahabharatanews

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି 

mahabharatanews

ବିବାହ ବିଛେଦ ମାମଲା: ବର୍ଷାଙ୍କୁ ୧୮୫ଟି ପ୍ରଶ୍ନ

mahabharatanews