ଓଡିଶା

ହେଙ୍ଗୁଳା ଯାତ୍ରା ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

ବ୍ରହ୍ମଗିରି / ସୁଜିତ ସାହୁ: ଆଜି ବ୍ରହ୍ମଗିରିର ଅଧିଷ୍ଠାତ୍ରୀ ଦେବି ମାଁ ହେଙ୍ଗୁଳାଙ୍କ ଫିଠରେ ଆୟୋଜିତ ହୋଇଛି ହେଙ୍ଗୁଳା ଯାତ୍ରା ଓ ବିଶ୍ୱଶାନ୍ତି ମହାଯଜ୍ଞ, ଏଥିପାଇ, ଚଳଚଞ୍ଚଳ ହୋଇଉଠିଛି ଶ୍ରୀକରପୁର ସ୍ଥିତ ମାଁ ହେଙ୍ଗୁଳାଙ୍କ ପିଠ। ଶହଶ୍ରାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଅଗ୍ନୀ ସ୍ବରୁପା ମାଁ ହେଙ୍ଗଳା ଦେଉଛନ୍ତି ଦର୍ଶନ । ହୁଳହୁଳି ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ପୁରା ପରିବେଷ। ଜଗତଜନନୀ ମାଁ ହେଙ୍ଗୁଳାଙ୍କ ୫ଦିନ ଧରି ଚାଲିଥିବା ଏହି ଦୁର୍ଲଭ ହେଙ୍ଗୁଳା ଯାତ୍ରା ପାଇଁ ଦୁରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମୀଳିଛି।

Related posts

ବିଧାୟକଙ୍କ ଦରମା ବୃଦ୍ଧି ହେଉ

mahabharatanews

୨୮ରେ ପଦ୍ମପୁର ଲୋକ ମହୋତ୍ସବ

mahabharatanews

ଶାଳିଆ ପ୍ରେସ କ୍ଲବର ବାର୍ଷିକ ଆଲୋଚନା ଚକ୍ର

mahabharatanews