ଓଡିଶାଶିକ୍ଷା

ଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା

କଳାହାଣ୍ଡି : ଭବାନୀପାଟଣା ମେଡିକାଲ କଲେଜକୁ ମିଳିଲା ଅନୁମତି । ଚଳିତ ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ୧୦୦ ଏମବିବିଏସ ସିଟକୁ ଅନୁମୋଦନ ଦେଲା ଏନଏମସି । ଚଳିତ ଶିକ୍ଷା ବର୍ଷରୁ ପାଠପଢା ଆରମ୍ଭ ନେଇ ଅନୁମତି ଦେଇଛି ନ୍ୟାସନାଲ ମେଡିକାଲ କମିଶନ । ୨୦୨୩-୨୪ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା । ଅଗଷ୍ଟ-ସେପ୍ଟେମ୍ବରରୁ ଆରମ୍ଭ ହେବ ନାମ ଲେଖା ପକ୍ରିୟା ।

Related posts

ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା

mahabharatanews

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ

mahabharatanews

ସରିଲା ଚିତାର ସତ୍କାର କାର୍ଯ୍ୟ

mahabharatanews