ଓଡିଶା

ପାଣିକୋଇଲିରେ ଦିଲ୍ଲୀପ ରାୟଙ୍କୁ ସ୍ୱାଗତ

ପାଣିକୋଇଲିରେ ଦିଲ୍ଲୀପ ରାୟଙ୍କୁ ସ୍ୱାଗତ । ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଯାଜପୁର ଶାଖାର ମଣ୍ଡଳ ସମ୍ପାଦକ ବିପ୍ଳବ କେଶରୀ ସାମନ୍ତରାୟ ଏବଂ ଉପସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କୁ ପାଣିକୋଇଲି ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଫୁଲ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା  । ଏହି ଅବସରରେ ସାଂସଦ ଦିଲୀପ ରାୟ ଅବଶିଷ୍ଟ ଆରସି ଓ ଡିସି କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। କର୍ମଚାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ସହିତ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ।

Related posts

୨ଦିନ ପରେ ବର୍ଷା ସମ୍ଭାବନା 

mahabharatanews

 ୧୯ ରୁ”ଏଣ୍ଟରପ୍ରାଇଜ୍‌, ଓଡ଼ିଶା” ସମ୍ମିଳନୀ 

mahabharatanews

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ସମୀର ଦାସ

mahabharatanews