ଓଡିଶାରାଜନୀତି

ଡ୍ରଗ୍ସ କାରବାରର ହେବ ମୂଳପୋଖ : ମନ୍ତ୍ରୀ

ଭୁବନେଶ୍ୱର:  ଚୋରା ମଦ କାରବାର ପାଇଁ ଶୂନ୍ୟ ସହନ ସିଲତା ନୀତି। କଠୋର ପଦକ୍ଷେପ ନିଆଯିବ।  ଅବକାରୀ ନୀତି ରେ କିଛି ସଂସ୍କାର ଆଣିବା ଲାଗି ବିଚାର ବିମର୍ଶ ଚାଲିଛି। drug କାରବାର ପାଇଁ NCB ଓ Excise ବିଭାଗ ମିଳିତ ଭାବେ କାମ କରିବେ।

ନିଜ ଛାଇ କୁ ଦେଖିଲେ ଡରୁଛି ବିଜେଡ଼ି। ବିଜୁ ବାବୁ ଙ୍କ ଅବଦାନ ବହୁତ ଓଡିଶା ପାଇଁ।  କିନ୍ତୁ ବିଜୁ ବାବୁଙ୍କୁ ପୂଜି ଅନ୍ୟ ସମସ୍ତ ବରପୁତ୍ର ଙ୍କୁ ଗୌଣ କରିଥିଲା ବିଜେଡ଼ି ସରକାର। ଏହା କୁତ୍ସିତ ମାନସିକତା। ଆମେ ସେହି ଚିତ୍ର ରୁ ବାହାରୁଛୁ।  ଆମେ ଯେଉଁ ରାସ୍ତାରେ ଯାଉଚୁ ତାହା ଓଡ଼ିଶାର ସଂସ୍କୃତି ଓଡ଼ିଆ ଅସ୍ମିତା।  ତାମିଲନାଡୁ ର ସଂସ୍କୃତି ନୁହଁ।

ଓଡ଼ିଶାରେ ଆଦାନୀ ର ଲାଞ୍ଚ କାରବାର ନେଇ ଆଇନ ମନ୍ତ୍ରୀ ଙ୍କ ପ୍ରତିକ୍ରିୟା। ଯଦି ସେଭଳି କିଛି ହୋଇଥିବ, ତାହାଲେ ତଦନ୍ତ ଯାହା ହେବା କଥା ହେବ। ଯେଉଁମାନଙ୍କ ସମ୍ପୃକ୍ତି ଥିବା ତଦନ୍ତ ହେଲା ପରେ ସ୍ପଷ୍ଟ ହେବ। ଲୋକାୟୁକ୍ତ ଠୁ ଆରମ୍ଭ କରି ବିଭିନ୍ନ କମିଶନ ପଦବୀ ଖାଲି ପଡିବା ପ୍ରସଙ୍ଗରେ ପ୍ରତିକ୍ରିୟା।  ଖୁବ୍ ଶୀଘ୍ର ପଦବୀ ଗୁଡିକ ପୂରଣ ହେବ।

Related posts

ରାଜ୍ୟରେ ମଧ୍ୟମଧରଣ ବର୍ଷା ସମ୍ଭାବନା 

mahabharatanews

ଆସନ୍ତା ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews