Uncategorized

ମଙ୍ଗଳବାର ଭୋରୁ ଋଷ ଓ ଆର୍ଜେଣ୍ଟିନାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ମଙ୍ଗଳବାର ଭୋରୁ ଋଷ୍ ଓ ଆର୍ଜେଣ୍ଟିନା‌ ଥରିଉଠିଛି । ଭାରତୀୟ ସମସ ଅନୁସାରେ ଭୋର ୪.୨୪ରେ ଭୂକମ୍ପ ଝଟ୍‌କାରେ ଦୁଇ ଦେଶ ଥରିବା ସହ ଲୋକେ ଭୟଭୀତ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ଜଣାପଡ଼ିଛି ।
ରୁଷର ସାଇଟୋଭସ୍କାୟା ଗାଭାନର ଦକ୍ଷିଣ-ପୂର୍ବରୁ ୮୮ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ର ରହିଛି। ସେହିପରି ଆର୍ଜେଣ୍ଟିନାର ସେନ୍‌ ଏଣ୍ଟୋନିୟୋ ଡି ଲସ କୋବରେରୁ ଦକ୍ଷିଣ-ପଶ୍ଚିମ-ପଶ୍ଚିମରେ ୭୬ କିମି ଦୂରରେ କେନ୍ଦ୍ରସ୍ଥଳୀ ରହିଛି । ଆର୍ଜେଣ୍ଟିନାରେ ୬.୩ ତିବ୍ରତାର ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଛି ।

SR

 

Related posts

ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

୮ ପୁଲିସଙ୍କ ଜୀବନ ନେଇଥିବା ଅପରାଧିକୁ ୪୮ ଘଣ୍ଟାରେ ଧରିବାକୁ ନିର୍ଦ୍ଦେଶ

mahabharatanews

ମଧ୍ୟ ପ୍ରଦେଶ ପରେ ବିହାର କଂଗ୍ରେସକୁ ଆରଜେଡିର ଝଟକା

mahabharatanews