Uncategorized

ମଙ୍ଗଳବାର ଭୋରୁ ଋଷ ଓ ଆର୍ଜେଣ୍ଟିନାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ମଙ୍ଗଳବାର ଭୋରୁ ଋଷ୍ ଓ ଆର୍ଜେଣ୍ଟିନା‌ ଥରିଉଠିଛି । ଭାରତୀୟ ସମସ ଅନୁସାରେ ଭୋର ୪.୨୪ରେ ଭୂକମ୍ପ ଝଟ୍‌କାରେ ଦୁଇ ଦେଶ ଥରିବା ସହ ଲୋକେ ଭୟଭୀତ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ଜଣାପଡ଼ିଛି ।
ରୁଷର ସାଇଟୋଭସ୍କାୟା ଗାଭାନର ଦକ୍ଷିଣ-ପୂର୍ବରୁ ୮୮ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ର ରହିଛି। ସେହିପରି ଆର୍ଜେଣ୍ଟିନାର ସେନ୍‌ ଏଣ୍ଟୋନିୟୋ ଡି ଲସ କୋବରେରୁ ଦକ୍ଷିଣ-ପଶ୍ଚିମ-ପଶ୍ଚିମରେ ୭୬ କିମି ଦୂରରେ କେନ୍ଦ୍ରସ୍ଥଳୀ ରହିଛି । ଆର୍ଜେଣ୍ଟିନାରେ ୬.୩ ତିବ୍ରତାର ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଛି ।

SR

 

Related posts

ଦେଶର ପ୍ରଥମ କରୋନା ରୋଗୀ ପୁଣି ସଂକ୍ରମିତ

mahabharatanews

କ୍ଷିଣ ଆଫ୍ରିକା: ମାଟି ତଳୁ ମିଳିଲା ୬ ହଜାରରୁ ଊଦ୍ଧ୍ୱର୍ ନରକଙ୍କାଳ

mahabharatanews

ସମସ୍ତ ରାଜ୍ୟକୁ ପୁଣି ଏନପିଆର ଅଧିସୂଚନା ଜାରି

mahabharatanews