ଭାରତ

୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ 

(ଦିଲ୍ଲୀ) : ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅ୍ରପରାହ୍ନ ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ ହୋଇଛି ।

ସୂଚନାନୁଯାୟୀ , ପଶ୍ଚିମବଙ୍ଗରେ ୫୪.୮୦ ପ୍ରତିଶତ ମତଦାନ ହୋଇଥିବା‌ ବେଳେ ହରିୟାଣାରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି। ଦିଲ୍ଲୀରେ ୩୪.୩୭ ପ୍ରତିଶତ, ଝାଡଖଣ୍ଡରେ ୪୨.୫୪ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୩୫.୨୨ ପ୍ରତିଶତ, ଓଡିଶାରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ଉତ୍ତରପ୍ରଦେଶରେ ୩୭.୨୩ ପ୍ରତିଶତ ଏବଂ ବିହାରରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି।

Related posts

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

mahabharatanews

୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ

mahabharatanews