ମନୋରଞ୍ଜନ

ସାପ ବିଷ ଚୋରା ମାମଲା;  ଏଲଭିଶ୍ ଯାଦବଙ୍କୁ ଜାମିନ

(ମୁମ୍ବାଇ) : ରେଭ୍ ପାର୍ଟିରେ ସାପ ବିଷ ଚୋରା ଚାଲାଣ ମାମଲାରେ ବିଗ୍ ବସ୍ OTT ୨ ବିଜେତା ତଥା ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ୍ ଯାଦବଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ସାପ ବିଷ କିଣିବା ଏବଂ ବିକ୍ରି କରିବା ମାମଲାରେ ତାଙ୍କ ଜାମିନ ଶୁଣାଣି ଏନଡିପିଏସର ନିମ୍ନ ଅଦାଲତରେ ଅନୁଷ୍ଠିତ ହୋଇଯାଇଛି । କୋର୍ଟ ୫୦ ହଜାର ଟଙ୍କାରେ ଜାମିନ ପ୍ରଦାନ କରିଛନ୍ତି ।

ଏଲଭିଶ ଯାଦବଙ୍କ ଓକିଲ ପ୍ରଶାନ୍ତ ରାଠୀ କହିଛନ୍ତି ଯେ, ନୋଏଡା କୋର୍ଟ ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୟୁଟ୍ୟୁବର୍ ଏବଂ ବିଗ୍ ବସ୍ OTT 2 ବିଜେତା ଏଲଭିଶ ଯାଦବଙ୍କ ଓକିଲ ପ୍ରଶାନ୍ତ ରଠୀ କହିଛନ୍ତି, କୋର୍ଟ ତାଙ୍କୁ (ଏଲଭିଶ ଯାଦବ) ୫୦,୦୦୦ଟଙ୍କାରେ ଜାମିନ ପ୍ରଦାନ କରିଛନ୍ତି। ଏବେ ରିଲିଜ୍ ଅର୍ଡର ଆସିବା ଅପେକ୍ଷାରେ ।

Related posts

 ‘ଡିପ୍‌ଫେକ୍‌’ ବିବାଦ; ଆକ୍ସନ ମୋଡରେ ପୋଲିସ

mahabharatanews

୨୦୦କୋଟି ଅତିକ୍ରମ କଲା ଫିଲ୍ମ ‘ଦି କେରଳ ଷ୍ଟୋରୀ’ 

mahabharatanews

‘ଆଦିପୁରୁଷ’କୁ କଟାକ୍ଷ ‘ହିନ୍ଦୁଙ୍କ ଭିତରେ ଏକତା ଦେଖି ପାରୁନାହିଁ’:ଶକ୍ତିମାନ

mahabharatanews