ମନୋରଞ୍ଜନ

ରିଲ୍ କରି ଗିରଫ ହେଲେ ଦୁଇ ଯୁବତୀ

(ଦିଲ୍ଲୀ) :  ରାସ୍ତାରେ ରିଲ୍ କରି ଗିରଫ ହେଲେ ଦୁଇ ଯୁବତୀ । ଏହା ପୂର୍ବରୁ ସେ ଦେଶର ରାଜଧାନୀ ଦିଲ୍ଲୀ ମେଟ୍ରୋରେ ରିଲ୍ ବନାଉଥିବାର ଦେଖିବା ପାଇଁ ମିଳିଥିଲା । ଯାହା ପରେ ବର୍ତ୍ତମାନ ପୋଲିସ ଉଭୟଙ୍କୁ ଗିରଫ କରିଛି ।

ସୂଚନାନୁଯାୟୀ , ଟ୍ରାଫିକ ନିୟମ ପାଳନ ନକରିବାରୁ ପୋଲିସ ପ୍ରଥମେ ୮୦ ହଜାର ଟଙ୍କା ଚାଲାଣ ଟାକିବା କାଟିଥିଲା, ଯାହା ପରେ ଦୁଇ ଯୁବତୀ କହିଥିଲେ ଚାଲାଣ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ଭାଇରାଲ ହେଉଥିବା ଏହି ଦୁଇ ଯୁବତୀଙ୍କ ନାଁ ହେଉଛି ପ୍ରୀତି ମୌର୍ଯ୍ୟ ଏବଂ ଭିନିତା । ସ୍କୁଟି ଚଳାଉଥିବା ପୁଅର ନାମ ହେଉଛି ପୀୟୁଷ । ଏହି ଦୁଇ ଯୁବତୀ ପ୍ରଥମେ ଦିଲ୍ଲୀ ମେଟ୍ରୋରେ ରିଲ୍ ବନାଉଥିଲେ ପରେ ନୋଏଡା ରାସ୍ତାରେ ବାଇକ୍ରେ ଷ୍ଟଣ୍ଟ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ଯାହା ରରେ ପୋଲିସ ୮୦ ହଜାର ଚାଲାଣ କାଟିବା ସହ ଉଭୟ ଝିଅ ଓ ଜଣେ ପୁଅଙ୍କ ବିରୋଧରେ ଏକ ମାମଲା ରୁଜୁ ମଧ୍ୟ କରିଥିବା ନେଇ ସୂଚନା ରହିଛି ।

Related posts

“ଅଭିନେତା ପାଇଁ ଯାହା ଆବଶ୍ୟକ ଆର୍ଯ୍ୟନ୍‌ ପାଖରେ ନାହିଁ “: ଶାହରୁଖ

mahabharatanews

ସମ୍ପର୍କ ଭାଙ୍ଗିବାକୁ ନେଇ ମୁହଁ ଖୋଲିଲେ ନେହା କକ୍କର

mahabharatanews

କିଙ୍ଗ୍ ଖାନଙ୍କୁ  Y+ ସୁରକ୍ଷା

mahabharatanews