ଓଡିଶା

ନକଲି ସମ୍ବଲପୁରୀ ଶାଢ଼ୀ ଓଡିଶା ମାର୍କେଟକୁ ଆସିବା ପରେ ବୁଣାକାରଙ୍କ ଉପରେ ପଡ଼ିଛି ବଡ଼ ପ୍ରଭାବ

ଭୁବନେଶ୍ୱର;ଓଡିଶା ବଜାରରେ ବିକ୍ରୀ ହେଉଛି ନକଲି ସମ୍ବଲପୁରୀ ଶାଢ଼ୀ । ନକଲି ସମ୍ବଲପୁରୀ ଶାଢ଼ୀ ଓଡିଶା ମାର୍କେଟକୁ ଆସିବା ପରେ ବୁଣାକାରଙ୍କ ଉପରେ ପଡ଼ିଛି ବଡ଼ ପ୍ରଭାବ ।ରାଜ୍ୟ ସରକାର ମାର୍କେଟ ରେ ବିକ୍ରି ହେଉଥିବା ନକଲି ସମ୍ବଲପୁରୀ ଶାଡୀ ଉପରେ ନଜର ରଖିଥିବା ବିଧାନସଭା ଉତ୍ତର ରଖିଲେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି ନେଇ ଅଭିଯୋଗ ପରେ ସରକାର ଦେଖାଇଛନ୍ତି ତତ୍ପରତା ।ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି କରୁଥିବା ବ୍ୟବସାୟୀ ଙ୍କ ନାଁ ରେ କେସ କରିବା ସହ କୋର୍ଟ ଦ୍ୱାରା ସମନ କରିଛନ୍ତି ସରକାର ।

Related posts

ଦିଲ୍ଲୀରୁ ପଲ୍ଲୀ ଉଡ଼ୁଛି ତିରଙ୍ଗା

mahabharatanews

ଲାଞ୍ଜିଗଡରେ ମାଓ ପୋଷ୍ଟର

mahabharatanews

୧୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା

mahabharatanews