Uncategorized

ପ୍ରୟାଗରାଜ ବୈଦ୍ୟୁତିକ ଉପକରଣ ବଜାରରେ ଅଗ୍ନିକାଣ୍ଡ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜ ରେ ଥିବା ବୈଦ୍ୟୁତିକ ଉପକରଣ ବଜାରରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ପୂର୍ବାହ୍ନରେ ପ୍ରୟାଗରାଜର ଜନସନ ଗଞ୍ଜରେ ଥିବା ବୈଦ୍ୟୁତିକ ଉପକରଣ ବଜାରରେ ନିଆଁ ଲାଗିଯାଇଥିଲା । ସୂଚନା ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୁଲିସ ଓ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ନିୟୋଜିତ ଥିଲେ । ଏହି ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏଥିରେ ହୋଇଥିବା କ୍ଷୟକ୍ଷତି ଓ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ ।

Related posts

ଦେଶରେ ୨୪ ଘଣ୍ଟାରେ୪୦ ଜଣଙ୍କ ମୃତ୍ୟୁ

mahabharatanews

ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

mahabharatanews

ଭୋପାଳରେ କାଉ ମଡକ ପରେ ବାର୍ଡ ଫ୍ଲୁ ନେଇ ସତର୍କ କଲା ସରକାର

mahabharatanews