ଓଡିଶା

ପୁରୀରେ ପହଞ୍ଚିଲେ ୫-ଟି ସଚିବ

ପୁରୀ: ପୁରୀରେ ପହଞ୍ଚିଲେ ୫-ଟି ସଚିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପ୍ରକଳ୍ପ କାମର ସମୀକ୍ଷା କରିବେ ।

ଦର୍ଶନ ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଣବ ପ୍ରକାଶ ଦାସ ।ବିଶ୍ୱନିୟନ୍ତା ନିଜ କାମ ନିଜେ କରୁଛନ୍ତି । ସେ ସତ୍ୟ, ସେ ପୂର୍ଣ୍ଣ । ପ୍ରଭୁ ଯାହା ଚାହୁଁଛନ୍ତି ସେଭଳି କାମ ହେଉଛି ବୋଲି କହିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

 

Related posts

ବାଲୁକା କଳାରେ ବିଜୟ ମହାନ୍ତିଙ୍କୁ ୨ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews

୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

mahabharatanews

ଭୁବନେଶ୍ୱର ଏମ୍ସକୁ କାୟାକଳ୍ପ ପୁରସ୍କାର

mahabharatanews